ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ

ନାମାଙ୍କନର ପ୍ରଥମ ଦିନରେ ଆଜି ବିଜୁ ଜନତାଦଳ ପକ୍ଷରୁ ଭଦ୍ରକ ସବ କଲେକ୍ଟର ଅଫିସ ଠାରେ ବରିଷ୍ଠ ବିଜେଡି ର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ହଜାର ହଜାର ଦଳିୟ କର୍ମିଙ୍କ ଜଗନ୍ନାଥ ମନ୍ଦିର ର ଠାରୁ ଆସି ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହଜାର ହଜାର ବିଜୁ ଜନତାଦଳ ର କର୍ମୀ ଓ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଛି ଦଳ।ଭଦ୍ରକ ବିଜେଡି ପାର୍ଟି ଅଫିସଠାରୁ ବିରାଟ ବାଇକ ରାଲି ।ବାହାରି ପ୍ରାର୍ଥି ଏକାଠି ହୋଇ ଦଳିୟ ସ୍ଲୋଗାନ ଦେବା ସହ ଏଥର ବିଜୟ ସୁନିଶ୍ଚିତ ବୋଲି କହିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏହା ଗ୍ୟାରେଣ୍ଟିକୁ ନେଇ ଲୋକ ମାନଙ୍କ ପାଖରେ ପହଞ୍ଚିବା କଥା କହିଛନ୍ତି।ଏହି ରାଲି ରେ ସାଂସଦ ପ୍ରାର୍ଥୀ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ,ଭଣ୍ଡାରୀପୋଖରୀ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ, ବରିଷ୍ଠ କାଯ୍ୟା କର୍ତ୍ତା ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *