ବିଜେଡିର ବିକ୍ଷୋଭ। ବଳଙ୍ଗା ନାବାଳିକା ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଲଢେଇ ଜାରୀ
ନିମାପଡ଼ାAnchor ବଳଙ୍ଗା ନାବାଳିକା ମୃତୁ ଘଟଣାକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି। ବିଜେଡି ଆଜି ଏ ନେଇ ପୁରୀ ଜିଲ୍ଲା ବନ୍ଦ ଡାକରା ଦେଇଥିବା ବେଳେ ଯେ ପର୍ଯ୍ୟନ୍ତ ମୃତୁର ରହସ୍ୟ ପୋଲିସ ରାଜ୍ୟବାସୀଙ୍କ ପାଖରେ ନ ରଖିଛି। ସେପର୍ଯ୍ୟନ୍ତ ବିଜେଡି ତାର ଲଢେଇ ଜାରୀ ରଖିବ ବୋଲି ପୁରୀ ଜିଲ୍ଲା ବିଜେଡି ଚେତାବନୀ ଦେଇଛି। VO1) ଆଜି ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାଏଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ନିମାପଡ଼ା, ବଳଙ୍ଗା, ଗୋପ, କୋଣାର୍କରେ 6 ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ବଳଙ୍ଗା ବଜାର ନିକଟରେ ବିଜେଡିର ତୁଙ୍ଗ ନେତୃତ୍ୱ ମାନେ ଏକାଠି ହୋଇ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ତେବେ ବଳଙ୍ଗା ପୀଡ଼ିତାଙ୍କ ବାପା ଚାପରେ ତାଙ୍କ ବୟାନ ବଦଳାଇଥିବା ନେଇ ବିଜେଡି ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ କହିଛନ୍ତି।Byte == ଉମାକାନ୍ତ ସାମନ୍ତରାଏ, ବିଜେଡି ଜିଲ୍ଲା ସଭାପତି Byte == କସ୍ତୁରୀଵାଳା ସ୍ୱାଇଁ, ବିଜେଡି ନେତ୍ରୀVO2) ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତ ମାନଙ୍କ ଗିରଫ ଦାବି କରି ବିଜେଡି ପକ୍ଷରୁ ଜିଲ୍ଲା ବ୍ୟାପୀ ହରତାଳ କରାଯାଇଥିବା ବେଳେ ପୁରୀ ଜିଲ୍ଲାର ଅସ୍ତରଙ୍ଗ, କୋଣାର୍କ,କାକଟପୁର ,ଗୋପ,ନିମାପଡ଼ା ଓ ବଳଙ୍ଗାରେ ଏହି ହରତାଳର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଦୋକାନ ବଜାର ଅଫିସ ବନ୍ଦ ଥିବା ବେଳେ ଦଳର କର୍ମୀ ମାନେ ଗୋପ ,କାକଟପୁର,ଅସ୍ତରଂଗ ଓ ନିମାପଡ଼ା ଠାରେ କୋଣାର୍କ ପିପିଲି ,ଅସ୍ତରଂଗ ନିମାପଡ଼ା ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟ ପକ୍ଷରେ ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟ ଓ ନିମାପଡ଼ା ବିଜେଡି ନେତା ଦିଲୀପ ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ବଳଙ୍ଗା ଠାରୁ ଖେଲାର ,ନିମାପଡ଼ା ବଜାର ଦେଇ ଗୋପ ପର୍ଯ୍ୟନ୍ତ ଏକ ବାଇକ୍ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ.Byte =ପ୍ରଦୀପ ମହାରଥୀ , ବିଜେଡି ନେତା ବିByte== ଦିଲୀପ ନାୟକ , ବିଜେଡ଼ି ନେତା FVO) ଯେପର୍ଯ୍ୟନ୍ତ ପୀଡିତାକୁ ନ୍ୟାୟ ନ ମିଳିଛି। ଏବଂ ପୋଲିସ ମୃତୁର ସତ୍ୟାସତ ଲୋକଲୋଚନକୁ ନ ଆଣିଛି। ସେପର୍ଯ୍ୟନ୍ତ ଲଢେ଼ଇ ଜାରୀ ରହିବ।
