ବିରିଡି ଠାରେ ବିଜେଡି ର ଶକ୍ତି ପ୍ରଦର୍ଶନ ବହୁ ନେତା ଓ କର୍ମୀ ଶାମିଲ
Date-28/02/26*ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଠାରେ ବିଜେଡି ପକ୍ଷରୁ ଏକ ବିଶାଳ କର୍ମୀ ସମ୍ମିଳନୀ ଓ ଶକ୍ତି ପ୍ରଦର୍ଶନ ଅନୁଷ୍ଠିତ ହୋଇ ଯାଇଛି । ବିଧାୟକ ରମାକାନ୍ତ ଭୋଇ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଜେଡ଼ି ନେତା ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ କୁମାର ମୁଦୁଲି, ଲୋରା ମହାପାତ୍ର, ଇପ୍ସିତା ସାହୁଙ୍କ ବହୁ ବିଜେଡି ନେତା ଓ କର୍ମୀ ମାନେ ସାମିଲ ହୋଇ ଛନ୍ତି ।ଭିଓ 1- ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର୍ ବିରିଡି ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ କର୍ମୀ ସମ୍ମିଳନୀ ଓ ଶକ୍ତି ପ୍ରଦର୍ଶନ ଅନୁଷ୍ଠିତ ହୋଇ ଯାଇଛି । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ବିଜେଡି ପକ୍ଷରୁ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ତେବେ ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ବିଧାୟକବିଧାୟକ ରମାକାନ୍ତ ଭୋଇ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଜେଡ଼ି ନେତା ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ କୁମାର ମୁଦୁଲି, ଲୋରା ମହାପାତ୍ର, ଇପ୍ସିତା ସାହୁଙ୍କ ବହୁ ବିଜେଡି ନେତା ଓ କର୍ମୀ ମାନେ ସାମିଲ ହୋଇ ଛନ୍ତି ।ଭିଓ 1- ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର୍ ବିରିଡି ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ କର୍ମୀ ସମ୍ମିଳନୀ ଓ ଶକ୍ତି ପ୍ରଦର୍ଶନ ଅନୁଷ୍ଠିତ ହୋଇ ଯାଇଛି । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ବିଜେଡି ପକ୍ଷରୁ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ତେବେ ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ବିଧାୟକବିଧାୟକ ରମାକାନ୍ତ ଭୋଇ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଜେଡ଼ି ନେତା ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ କୁମାର ମୁଦୁଲି, ଲୋରା ମହାପାତ୍ର, ଇପ୍ସିତା ସାହୁଙ୍କ ବହୁ ବିଜେଡି ନେତା ଓ କର୍ମୀ ମାନେ ସାମିଲ ହୋଇଥିବା ବେଳେ ଦିବଙ୍ଗତ ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କୁ ମଧ୍ୟ ନେତା ମାନେ ମନେ ପକାଇଛନ୍ତି । ବିରିଡି ବ୍ଲକ ବିଜୁ ଜନତା ଦଳର ଗଡ଼ ବୋଲି ନେତା ମାନେ କହିଛନ୍ତି । ତେବେ ଆଜିର ଏହି ସମ୍ମିଳନୀ ନେତା ଓ କର୍ମୀଙ୍କ ମନ ବଳ କୁ ଦୃଢ଼ କରିବ ବୋଲି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଥିବା ବେଳେ ଜିଲ୍ଲା ମହିଳା ସଭାନେତ୍ରୀ ଲୋରା ମହାପାତ୍ର କହିଛନ୍ତି ଏହା ଟ୍ରେଲର ମାତ୍ର ଆଗକୁ ଫିଲ୍ମ ବାକି ଅଛି । ବାଇଟ-1- ପ୍ରତାପ ଜେନା (ବିଜେଡି ନେତା)ବାଇଟ 2- ଲୋରା ମହାପାତ୍ର (ଜିଲ୍ଲା ମହିଳା ସଭାପତି)ଭିଓ 2- ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର୍ ବିରିଡି ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ କର୍ମୀ ସମ୍ମିଳନୀ ଓ ଶକ୍ତି ପ୍ରଦର୍ଶନ ରେ ହଜାର ହଜାର ସଂଖ୍ୟାରେ କର୍ମୀମାନେ ଯୋଗଦେଇ ଥିଲେ । କିନ୍ତୁ ଗତ କିଛିଦିନ ତଳେ ବିଜେଡି ବିରିଡି ବ୍ଲକ ଅଧ୍ୟକ୍ଷ। ମମତା ପାତ୍ର ଓ ତାଙ୍କ ସମର୍ଥକ ମାନେ ବିଜେଡି ଛାଡି ବିଜେପି ରେ ଶାମିଲ ହୋଇଛନ୍ତି । ତେଣୁ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ କହିଥିବା ବେଳେ ବିଜେଡି ସବୁବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସଙ୍ଗାଠିତ ହୋଇ ଅଛି ଓ ଆଗକୁ ରହିବ ବୋଲି ସେ କହିଛନ୍ତି । ଅପରପକ୍ଷରେ ଜଗତସିଂହପୁର ଜିଲ୍ଲାରେ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ନବୀନ ପଟ୍ଟନାୟକଙ୍କ ସହିତ ଅଛନ୍ତି ବୋଲି ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି । ବାଇଟ 3- ରମାକାନ୍ତ ଭୋଇ (ବିଧାୟକ ତିର୍ତ୍ତୋଲ)ବାଇଟ 4- ପ୍ରଶାନ୍ତ କୁମାର ମୁଦୁଲିଫାଭଓ- ତେବେ ଦୀର୍ଘ ଦିନ ପରେ ଆଜି ବିରିଡି ଠାରେ ଆୟୋଜିତ ଏହି ବିଶାଳ କର୍ମୀ ସମ୍ମିଳନୀ ବିଜେଡି ନେତା ଓ କର୍ମୀ ଙ୍କ ମନବଳ କୁ ବଢ଼ାଇ ଦେଇଛି । ଯାହାକି ଆଗମୀ ଦିନରେ ପଂଚାୟତ ନିର୍ବାଚନ ପାଇଁ ଏବେ ଠାରୁ ବିଜେଡି ତାର ପ୍ରସ୍ତୁତି ଆରମ୍ଭ କରି ଦେଇଛି ବୋଲି ଚର୍ଚ୍ଚା ହେଉଛି ।
