ନାମାଙ୍କନ ଦାଖଲ କଲେ ବିଜେପି ର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିତାଂଶୁଶେଖର ମହାପାତ୍ର

ନାମାଙ୍କନର ଦ୍ୱିତୀୟଦିନ ରେ ଭାରତୀୟ ଜନତାପାଟି ପକ୍ଷରୁ ଭଦ୍ରକ ସବ କଲେକ୍ଟର ଅଫିସ ଠାରେ ବରିଷ୍ଠ ବିଜେପି ର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିତାଂଶୁଶେଖର ଶେଖର ମହାପାତ୍ର ହଜାର ହଜାର ଦଳିୟ କର୍ମିଙ୍କ ଜଗନ୍ନାଥ ମନ୍ଦିର ର ଶୋଭାଯାତ୍ରାରେ ବାହାରି ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହଜାର ହଜାର ଭାରତୀୟ ଜନତାପାଟି ର କର୍ମୀ ଓ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।ଭଦ୍ରକ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ବିରାଟ ବାଇକ ରାଲି ।ବାହାରି ପ୍ରାର୍ଥି ଏକାଠି ହୋଇ ଦଳିୟ ସ୍ଲୋଗାନ ଦେବା ସହ ଏଥର ବିଜୟ ସୁନିଶ୍ଚିତ ବୋଲି କହିଥିଲେ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭଦ୍ରକ ର ବିକାଶ ପୁରୁଷ ବହୁ ସଂଗଠନ ସହ ଜଡିତ ଶ୍ରୀଯୁକ୍ତ ଶିତାଂଶୁଶେଖର ଶେଖର ମହାପାତ୍ର। ସବ କଲେକ୍ଟର ଅଫିସ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

Leave a Reply

Your email address will not be published. Required fields are marked *