ଶତାଧିକ ସମର୍ଥକ ଙ୍କ ସହିତ ବିଜେପି ପ୍ରାର୍ଥୀ ରାଜ କିଶୋର ସାହୁ
ଶତାଧିକ ସମର୍ଥକ ଙ୍କ ସହିତ ବିଜେପି ପ୍ରାର୍ଥୀ ରାଜ କିଶୋର ସାହୁ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରେଇ ଙ୍କ ପ୍ରାର୍ଥୀପତ୍ର ଦାଖଲ।ଜଗତସିଂହପୁର ଜିଲ୍ଲା ରଘନାଥପୁର ବ୍ଲକ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ସଭାପତି ଅଶୋକ ମହାରଣା ଙ୍କ ନେତୃତ୍ୱରେ ଉଭୟ ପ୍ରାର୍ଥୀ ରଘନାଥପୁର ଥାନା ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ସାଇକଲ ଦ୍ଵାରା ବାହାରି ବିଜୟର ସ୍ଲୋଗାନ ଦେଇ କହିଥିଲେ ଯେ ଏଥର ରାଜୁ ଭାଇ,ଓ ବିଭୁ ଭାଇ ଆସିବେ ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ହସିବ ରେ ହସିବ ପଦ୍ମଫୁଲ ଫୁଟିବ ରେ ଫୁଟିବ ନାରାବାଜି ଦେଇ ଜଗନ୍ନାଥପୁର,ଗୋପାଳପୁର, ତାରପୂର୍,ଜୟପୁର,ନାଲିବର ,ପୁରୁନାବସନ୍ତ ଦେଇ ଜଗତସିଂହପୁର ଜିଲ୍ଲା ପାଳଙ୍କ ଅଫିସରେ ପହଞ୍ଚିଥିଲେ,ଏଥିରେ ଶତାଧିକ କର୍ମୀ ସହିତ ପ୍ରମୁଖ ଭୂମିକା ରେ ସୁବାସ ଚନ୍ଦ୍ର ଜେନା,ନିର୍ମଳ ମହାପାତ୍ର,ଶିବପ୍ରସାଦ ଦାସ ଏହି ଶୋଭଯାତ୍ରାରେ ସାମିଲହୋଇଥିଲେ।ଉଭୟ ପାର୍ଥି ପ୍ରାର୍ଥୀପତ୍ର ନିର୍ବାଚନ ମଣ୍ଡଳୀର ରିତର୍ଣୀଙ୍ଗ ଅଫିସର ଜିଲ୍ଲାପାଳ ଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିଉଜ
