ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ରାଲି
ଭଦ୍ରକ ଜିଲ୍ଲା ବିଜେପି ପକ୍ଷ ରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ । ବିଧାୟକ ଶିତାଶୁ ଶେଖର ମହାପାତ୍ର। ଭଦ୍ରକ ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇଥିଲା।ଆଜି ଭାଦ୍ରକ ୪ଟି ପଞ୍ଚାୟତ ମିଶି ଏକ ବାଇକ୍ ଶୋଭାଯାତ୍ରା ବାହାରି ଏହି ଶୋଭାଯାତ୍ରା ରେ ବଣିଆ ପଞ୍ଚାୟତତ୍ରିରଙ୍ଗା ଶୋଭାଯାତ୍ରା ଭାରତମାତା ମଣ୍ଡଳର ବଣିଆ ପଞ୍ଚାୟତ ଏରେଇ ପଞ୍ଚାୟତ ପରସିଙ୍ଗା ପଞ୍ଚାୟତ ଶୋଭାଯାତ୍ରରେ ବିଜେପି ଯୁବ ମୋର୍ଚ୍ଚା,, ବିଜେପି ମହିଳା ମୋର୍ଚ୍ଚା ସମେତ ବିଭିନ୍ନ ସଙ୍ଗଠନ ସାମିଲ ହୋଇଥିଲେ । ତେବେ ଦେଶ ପାଳୁଛି ଆଜାଦୀ କା ଅମୃତ ସାଲ। ୭୯ ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଅଂଚଳରେ ତ୍ରିରଙ୍ଗା ଶୋଭାଯାତ୍ରାକୁ ମହା ଆଡମ୍ବରରେ ପାଳନ କରାଯାଉଛି। ତେବେ ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନଙ୍କୁ ସ୍ୱାଗତ କରିଛନ୍ତି ଭଦ୍ରକ ବିଜେପିଦଳ ଓ ପଞ୍ଚାୟତ ବାସି।ବିଧାୟକ ଓ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ। ସରପଞ୍ଚ ଅଜୟ ସାମଲ ପୂର୍ଣ୍ଣଚନ୍ଦ୍ର ନାୟକ ଦେବେନ୍ଦ୍ର ଓଝା, ରଞ୍ଜତ ନାୟକ ପ୍ରଫୁଲ୍ଲ ପାଢୀ, ଅନିଲ ବେହେରା, ପିଣ୍ଟୁ ପଣ୍ଡା ବହୁ ବରିଷ୍ଠ ବିଜେପି ପରିବାର ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରାଇଥିଲେ।
