ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ପାଳିତ

ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଦେଖି ବାକୁ ମିଳୁଥିଲା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଞ୍ଚାୟତ ମୁଣ୍ଡିବେଡ଼ା ଅନ୍ତର୍ଗତ ସ୍ଥାନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗୁଚ୍ଛାଗୁଡ଼ା ଠାରେ ହେଉଥିବା ବିଜ୍ଞାନ ମେଳା। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଆସୁଥିବା ଅଳଗା ଅଳଗା ସ୍କୁଲ ର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆସୁଥିବା ଦେଖିବାକୁ ମିଳୁଥାଏ। ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମ ରେ କୁଣି କୁଣି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାରର ନୁଆ ନୁଆ ଜୀଣିଷ ଆବିଷ୍କାର ପରିଦର୍ଶନ କରିଥିଲେ। ଏହି ବିଜ୍ଞାନ ମେଳା ରେ ଛାତ୍ର ଛାତ୍ରୀ ମାନେ ବହୁ ପ୍ରକାର ର ନୃତ୍ୟ ସଙ୍ଗୀତ ରେ ଝୁମି ଉଠିଥିଲେ । ଏହ ବିଜ୍ଞାନ ମେଳା ଆସୁଥିବା ରାଇଘର ବ୍ଲକ ର ସାଂସଦ ପ୍ରତିନିଧି ସୁଧାର୍ଶନ ମାଝୀ ବ୍ଳକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲିପିକା ବାରୋଇ ବିଭିନ୍ନ ବିଭାଗର ଅଧିକାରୀ ମାନେ ଆସିଛନ୍ତି।

Leave a Reply

Your email address will not be published. Required fields are marked *