ବ୍ଲକ ସ୍ତରୀୟ ସୁରଭି କାର୍ଯକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ସୋରଡ଼ା ଶଶି ଭୂଷଣ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକ୍ ସ୍ତରୀୟ ସୁରଭି 2025 କାର୍ଯକ୍ରମ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ଟି କ୍ଳଷ୍ଟର ସ୍ତରରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ଆଜି ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେଇଥିଲି ଏଥିରୁ ଉତ୍ତୀର୍ଣ୍ଣ ହେବା ପିଲାମାନେ ଆଗାମୀ ଦିନରେ ଜିଲ୍ଲାସ୍ତରୟ ପ୍ରତିଯୋଗୀତା ରେ ଭାଗନେବେ। ତେବେ ସୁରଭୀ କାର୍ଯ୍ୟକ୍ରମ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ ମାନ ଙ୍କ ମଧ୍ୟରେ ଲୁଚିରହିଥିବା ଜ୍ଞାନ ଲୋକଲୋଚକୁ କୁ ଆସିପାରିବ। କାର୍ଯ୍ୟକ୍ରମରେ ସୋରଡ଼ା ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ ସମେତ ସିଆରସି ସନ୍ତୋଷ ମହାନ୍ତି,ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *