ପୁରାତନ ଛାତ୍ର ଛାତ୍ରୀ ଙ୍କ ରକ୍ତ ଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲ ଠାରେ ଅନୁଷ୍ଠିତ
Date:- 15/06/2025Place:- bhadrak:- ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ବାଉଦପୁର ର ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲ ଠାରେ ପୂରାତନ ଛାତ୍ରଛାତ୍ରୀ ମାନେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ, ପୂର୍ବତନ ହେଡମାଷ୍ଟର ବୃନ୍ଦାବନ ଶତପଥି।ରତିକାନ୍ତ ବେହେରା, ପୂର୍ବତନ ହେଡମାଷ୍ଟର ପୂରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଫିତା କଟା ଯାଇଥିଲା। ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା।୨୦ ଇୟୁନିଟି ରକ୍ତ ଦାନ କରାଯାଇଥିଲା। ପୂରାତନ ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରକାର ଗଛ ଲଗାଇ ଥିଲେ। ଶେଷ ରେ ଛାତ୍ର ଛାତ୍ରୀ ମାନେ ଦୋଳି ଖେଳୁଥିଲେ। ଶେଷ ରେ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ମାନଙ୍କୁ ବନ୍ଦାପନା କରିଥିଲେ।
