ରକ୍ତ ଦାନ ଶିବିର
ରକ୍ତ ଦାନ ଶିବିର ବ୍ରହ୍ମପୁର, ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ଅଷ୍ଟମ ଦିନ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଙ୍କ ନେତୃତ୍ୱ ରେ ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ଛାୟା କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ରାଜ୍ଯବ୍ୟାପି ସରକାରଙ୍କ ତରଫରୁ ଚାଲୁ ଥିବା ରକ୍ତଦାନ ଭଳି ମହତ୍ କାର୍ଯ୍ୟ ବ୍ରହ୍ମପୁର ସ୍ଥିତ ଛାୟା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ରକ୍ତଦାନ ଶିବିର କୁ ଅନୁଷ୍ଠାନିକ ଭାବେ ମାନ୍ୟବର ବିଧାୟକ କେ ଅନିଲ କୁମାର ଉଦଘାଟନ କରିଥିଲେ | ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ଏହି ଶିବିର ରେ ଭାରତୀୟ ଜନତା ପାର୍ଟି ର ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ ସଭାପତି ସରୋଜ ସାବତ, ରାଜ୍ଯ ପ୍ରବକ୍ତା ଟି. ଗୋପି ,ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ, ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଲା, ପୂର୍ବତନ ବିଡିଏ ଅଧ୍ୟକ୍ଷ ସରତ ପଟ୍ଟନାୟକ, ବିଧାୟକ ଙ୍କ ଏମ୍ କେ ସି ଜି ପ୍ରତିନିଧି ରାଜୀବ ମିଶ୍ର, ପ୍ରଦୀପ ସାହୁ, ବଦ୍ରିନାରାୟଣ ନାୟକ, ରଞ୍ଜିତ ପଟନାୟକ,ମୁନା ନାୟକ, ରାଜେନ୍ଦ୍ର ପ୍ରସାଦ, ରାମ ମୁରରୀ ତ୍ରିପାଠୀ, କର୍ପୋରେଟର ସବିତା ସାହୁ, କର୍ପୋରେଟର ବନିତା ସାହୁ, ମଣ୍ଡଳ ସଭାପତି ଜଗନ୍ନାଥ ଜେନା, ମଣ୍ଡଳ ସଭାନେତ୍ରୀ ବର୍ଷା ବିଦୁସ୍ମିତା ପାଳ, ମଣ୍ଡଳ ପ୍ରତିନିଧି ମନିତା ଦାସ, ବରିଷ୍ଠ ବିଜେପି ନେତା ପ୍ରଦୀପ ମିଶ୍ର, ପ୍ରଣୟ ମହାପାତ୍ର, ସଞ୍ଜୟ ଜେନା, ସୁନୀଲ ପଣ୍ଡା, ଶିବା ଯାଦବ, ଭିକି ଆଚାରୀ, ଅରୁଣ ନାଇଡୁ, ଗୋପାଳ ରଥ, ଗାନା ସ୍ଵାମୀ, ସନ୍ଦୀପ ସାହୁ, ରାମ କୃଷ୍ଣ ପଟନାୟକ, ମଦନ ସାହୁ, ସାଇ କୁମାର ଯାଦବ, ବିନୋଦ ସିଂ, ହରି, ଆଶିଷ ଦାସ, ଶଙ୍କର ରାଓ, ସୁବ୍ରତ ପାଳ,ପ୍ରତାପ ସେଠି, ରାଜା ବେହେରା , ରାଣା,ସୁରେଶ ତ୍ରିପାଠୀ ଙ୍କ ସମେତ ଏମ୍ କେ ସି ଜି ବ୍ଲଡ ବ୍ୟାଙ୍କ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ l
