ଶହୀଦ ଭଗତ ସିଂହ ଙ୍କ ୯୩ତମ ବଳିଦାନ ଦିବସ ଉପଲକ୍ଷେ ରକ୍ତ ଦାନ ଶିବିର

ପ୍ରତିବର୍ଷ ପରି ଚଳିତ ବର୍ଷ ସଂଗଠନ ଶହୀଦ୍ ଭଗତ୍ ସେନା ଆବାହକ ତଥା ସମାଜ ସେବୀ ଶିତାଂଶୁଶେଖରମହାପାତ୍ର ପକ୍ଷରୁ ମହାନ କ୍ରାନ୍ତିକାରୀ ଶହୀଦ୍ ଭଗତ୍ ସିଂ,ଶହୀଦ୍ ରାଜଗୁରୁ ଓ ଶହୀଦ୍ ସୁଖଦେବଙ୍କ ୯୩ ତମ ବଳିଦାନ ଦିବସ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା,ଭଦ୍ରକ ଗେଲପୁର ସ୍ଥିତ ହସ୍ପିଟାଲରେ ଫଳ ବଣ୍ଟନ ଓ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ସଂଗଠନ ର ମୁଖ୍ଯ ଶ୍ରୀଯୁକ୍ତ ଶିତାଂଶୁଶେଖର ମହାପାତ୍ର ଙ୍କ ନିର୍ଦେଶ ରେ ପ୍ରତି ବର୍ଷ ପରି ଏବର୍ଷ ବର୍ଷ ରକ୍ତ ଦାନ ଶିବିର, ଫଳ ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମ କରିଆସୁଛନ୍ତି ,ଶହିଦ ଭଗତ ସେନା ସଂଗଠନ ତରଫ ରୁ ପ୍ରତି ଦିନ କିଛି ନା କିଛି ତଥା,ରକ୍ତ ଦାନ,ସମାଜ ସେବା ଗରିବ ଲୋକ ମାନଙ୍କ ପାଖରେ ପହଞ୍ଚି ସାହାଯ୍ଯ ର ହାତ ବଢାଇବା,ଘର ପୋଡି ବଡ ବଡ ରୋଗ ରେ ପିଢିତ ଲୋକ ମାନଙ୍କ ପାଖରେ ପହଞ୍ଚିଛନ୍ତି ସେବା କାଯ୍ୟଯାହା ଙ୍କ ର ପ୍ରତିଟି ରକ୍ତ ବିନ୍ଦୁ ରାଷ୍ଟ୍ର ପାଇଁ ସମର୍ପିତ ଥିଲା ,ଶହିଦ ଭଗତ ସେନାର ଆବାହକ ଶିତାଂଶୁଶେଖରମହାପାତ୍ର ଲଡୁଆ ପୁତ୍ର,କର୍ମ ବୀର ଭଦ୍ରକ ଜିଲ୍ଲା ର ଗୌରବ (ଚନ୍ଦୁନନା)ପାଖରେ ଦେଖିବାକୁ ମିଳିଛି, ଆଜି ୫୬୦ ୟୁନିଟ ରକ୍ତ ଦାନ କରାଯାଇଥିଲା ବହୁ ସଦସ୍ଯ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ ଶେଷ ରେ ଶହିଦ ଭଗତ ସେନାର ର ଆବାହକ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ,

Leave a Reply

Your email address will not be published. Required fields are marked *