ଛୁଟିରେ କାଦୁଅ ବିଲରେ ଧାନ କାଟିଲେ ଆବାସିକ ଛାତ୍ର, ସାଧାରଣରେ ତୀବ୍ର ନିନ୍ଦା।

କାକଟପୁର ବ୍ଲକ ଅନ୍ତର୍ଗତ କାଦୁଆ ପଞ୍ଚାୟତ ପୋବେଇ ଗ୍ରାମରେ ଥିବା ଉମାଶଙ୍କର ବିଦ୍ୟାପୀଠରେ ବଡଦିନ ଛୁଟିରେ ଛାତ୍ରାବାସରେ ରହୁଥିବା ଆଦିବାସୀ ହରିଜନ ନାବାଳକ ଛାତ୍ରଙ୍କୁ ରବିବାର ଶୀତ ସକାଳେ କାଦୁଅ ବିଲରୁ ଧାନ କଟା ଓ ବୁହାଇବା ଭଳି କାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜିତ କଲେ ବିଦ୍ୟାଳୟ ପରିଚାଳନା କରୁଥିବା ଜଣେ କର୍ମଚାରୀ। ଶିକ୍ଷା ଅଧିକାରୀ ଓ ରାଜ୍ୟ ସରକାର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *