Braking news
ଟ୍ରକ୍ ଚାପା ରେ ଜଣଙ୍କ ମୃତ୍ୟୁ ଆଜି ମଧ୍ୟାହ୍ନ ସମୟରେ ଆସ ଟ୍ରକ୍ ଚାପା ରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଚି। ସୂଚନା ଅନୁସାରେ ମୃତକ ଜଣଙ୍କ ହେଉଛନ୍ତି କଣିହାଁ ବ୍ଲକ ଦଣ୍ଡସିଙ୍ଗା ଗ୍ରାମର ବସନ୍ତ ନାଏକ ଙ୍କ ପୁଅ ସୁମନ କୁମାର ନାଏକ। ସୁମନ କୌଣସି କାମ ରେ ନିଜ ବାଇକ ଯୋଗେ ଆସିଥିବା ବେଳେ ତାଙ୍କୁ ଏକ ଆସ ଟ୍ରକ୍ ଧକ୍କା ଦେଇଚି। ଫଳରେ ଘଟଣା ସ୍ଥଳରେ ହିଁ ସୁମନ ଙ୍କ ମୃତ୍ୟ ହୋଇଚି। ଦୁର୍ଘଟଣା ସ୍ଥଳ ରେ ସ୍ଥାନୀୟ ଲୋକଙ୍କ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଘଟଣା ସ୍ଥଳରେ ରହି ସମାଧାନ ନିମିତ୍ତ ଲୋକ ମାନଙ୍କ ସହ ଆଲୋଚନା କରିଛନ୍ତି ତେବେ ପୋଲିସ ପହଞ୍ଚି ଟ୍ରକ୍ କୁ ଜବତ କରିବା ସହ ଶବ କୁ ଚିହ୍ନଟ କରି ଅଧିକ ତଦନ୍ତ ଜାରି ରଖିଛି l
uttam das reporter
