ଭଦ୍ରକ ପୈରପାଳିକା ଅନ୍ତର୍ଗତ ମଦିନା ମୈଦାନ ରୁ 200 ମିଟର ପରିଧି ସୀମା ଭିତରେ 144 ଧାରା ଲାଗୁ ଆଜି ତା 08.12.23 ଶୁକ୍ରବାର ପୂର୍ବାହ୍ନ 11 ଘଟିକା ଠାରୁ ତା 09.12.23 ଶନିବାର ସକାଳ 6 ଘଟିକା ପଯ୍ୟନ୍ତ 144 ଧାରା ବଳବତ୍ତର ରହିବ 144 ଧାରା ଜାରି କଲେ ଭଦ୍ରକ ଉପ ଜିଲ୍ଲାପାଳ ମନୋଜ ପାତ୍ର

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ତୀର୍ଥକ୍ଷେତ୍ର ଲାଇଫ

Leave a Reply

Your email address will not be published. Required fields are marked *