Breaking news
ଆଜି ନିମାପଡା ର ମୁଖ୍ୟ ରାସ୍ତା କୁଶଭଦ୍ରା ବ୍ରିଜ ଉପରେ ଏକ ଟ୍ରକ ଓ ବାଇକି ଚାଳକ ଙ୍କୁ ଧକା ଦେଇଥିଲା , ଏବଂ ସେଠାରେ ବାଇକ୍ ଚାଳକ ଙ୍କ ମୃତୁ ହୋଇଥିଲା ।ଚାଳକ ଙ୍କ ନାମ ରତ୍ନାକର ପ୍ରଧାନ ବୟସ 45 ବର୍ଷ, ଗ୍ରାମ ନିମାପଡା ନିକଟସ୍ଥ ସରବା ପଡ଼ା ପ୍ରଧାନ ସାହିର ବୋଲି ଜଣାପଡିଛି ।ଶତାଧିକ ଲୋକ ଆସି ରାସ୍ତା ରୋକ କରିଥିବା ବେଳେ ନିମାପଡା ପୋଲିସ ପହଞ୍ଚି ସେଠାରେ ଥିବା ଲୋକଙ୍କୁ ବୁଝା ସୁଝ୍ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରି ନାହିଁ ।ବର୍ତ୍ତମାନ ସହ ସହ ଗାଡ଼ି ଅଟକିବା ସହ ହଜାର ହଜାର ସଂଖ୍ୟାରେ ସାଧାରଣ ନାହିଁ ନ ଥିବା ସମ୍ମୁଖୀନ ହେଉଛନ୍ତି ।
