ବ୍ୟାସଦେବ ମହିମା ପୀଠରେ ଭୌମୀ ଏକାଦଶୀ ଠାରୁ ଆରମ୍ଭ ହେଲା ଧ୍ବନି ପୂଜା

ବ୍ୟାସଦେବ ମହିମା ପୀଠରେ ଭୌମୀ ଏକାଦଶୀ ଠାରୁ ଆରମ୍ଭ ହେଲା ଧ୍ବନି ପୂଜା

ଅଲେଖ ମହିମା ଅଲୌକିକ ତେଣୁ ଏହି ସନ୍ଥ ମାନଙ୍କର ହିନ୍ଦୁ ଧର୍ମରେ ସ୍ଵତନ୍ତ୍ର ପୂଜା ବିଧି ଦେଖାଇବାକୁ ମିଳେ l ପବିତ୍ର ଭୌମି ଏକାଦଶୀ ତଥା ବ୍ୟାସ ସରୋବର ମେଳା ଆଜିଠାରୁ ଦଶଦିନ ଧରି ଆୟୋଜିତ ହେବ l ଏହି ଅବସରରେ ବ୍ୟାସଦେବ ମହିମା ପିଠରେ ଧୋନି, ଦ୍ଵୀପ ପ୍ରଜ୍ବଳନ ପୂଜା ଆରମ୍ଭ ହୋଇଯାଇଛି l ଅଲେଖ ମହିମା ଧର୍ମାବଲମ୍ବୀ ସନ୍ଥଙ୍କ ସମ୍ମିଳନୀ ଏହି ମଠ ରେ ଦେଖାଇବାକୁ ମିଲିଛି l ଏହି ଅବସରରେ ବିଧାୟକ ଆକାଶ ଦାସ ନାୟକ ଆଜି ମଠରେ ପହଞ୍ଚି ମହିମା ସନ୍ଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ କୋରାଇ ବସୀଙ୍କ ମଙ୍ଗଳ କାମନା କରିଛନ୍ତି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *