୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍ଅନୁମୋଦନ
୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍ଅନୁମୋଦନ । ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ…..୫ ବିଭାଗର ୧୧ ପ୍ରସ୍ତାବକୁ ମିଳିଲା ଅନୁମୋଦନ……ଜଳସେଚନ ବିଭାଗର ୫ଟି ଟେଣ୍ଡରକୁ ମିଳିଲା ଅନୁମତି…..କଟକରେ ୧୩୫ କୋଟିର ହାଡ଼ୁଆ ପ୍ରକଳ୍ପକୁ ମଞ୍ଜୁରୀ…..ପାନୀୟଜଳ ଯୋଗାଣ ଓ ରକ୍ଷଣାବେକ୍ଷଣ ନୀତିକୁ ଅନୁମୋଦନ…..ପାର୍ବତୀଗିରି ଯୋଜନାର ୫ଟି ପ୍ରକଳ୍ପକୁ ମିଳିଲା ଅନୁମତି……କ୍ୟାବିନେଟରୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାକୁ ଅନୁମୋଦନ……୩,୪୦୦ କୋଟିର ଅଟଳ ବସ୍ଷ୍ଟାଣ୍ଡ ଯୋଜନାକୁ ମଞ୍ଜୁରୀ…..ରାଜ୍ୟର ୩୧୮ଟି ବସ୍ଷ୍ଟାଣ୍ଡର ହେବ ଉନ୍ନତିକରଣ……ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ…….
