ଆର ଏସ ଏସ ଭଦ୍ରକ ନଗର ପକ୍ଷରୁ ଶତବାର୍ଷିକୀ ଉତ୍ସବ ପାଳନ.

ଭଦ୍ରକ ତା ୫-୧୦-୨୫ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଭଦ୍ରକ ନାଗର ପକ୍ଷରୁ ସଂଘର ଶତାବ୍ଦୀ ବର୍ଷ ଉଦଘାଟନ ଓ ବିଜୟୀ ଦଶମୀ ଉତ୍ସବ ମହାସମାରୋହରେ ଭଦ୍ରକ ଗାନ୍ଧୀ ପଡିଆ ଠାରୁ ବାହାରି ସ୍ଵୟଂସେବକମାନଙ୍କ ଦ୍ୱାରା ପଥ ସଞ୍ଚଳନ କରାଯାଇଥିଲା ।ଶତାଧିକ ସ୍ୱୟଂସେବକ ପୂର୍ଣ୍ଣ ଗଣବେଶରେ ଘୋଷ ବାଦ୍ୟର ତାଳେ ତାଳେ ଭଦ୍ରକ ସହରର ରାଜଘାଟ ଛକ କଦମବେଡା ଛକ ନଙ୍ଗାମହଲା ଛକ ମୁଚି ଛକ ସଞ୍ଚଳନ କରି ପହଞ୍ଚି ଥିଲେ ସନସାଇନ, ସ୍କୁଲ ପଡିଆ ଠାରେ ।

ସେଠାରେ ଅନୁଷ୍ଠିତ ଉତ୍ସବରେ ନଗର କାର୍ଯ୍ୟବାହ ରତିକାନ୍ତ ଆଚାର୍ଯ୍ୟ ,ଜିଲ୍ଲା କାର୍ଯ୍ୟବାହ ରଶ୍ମି ରଞ୍ଜନ ରାଉତ। ବିଭାଗ ସଂପର୍କ ପ୍ରମୁଖ ସୁବ୍ରତ ନାୟକ । ନଗର ସଂଘଚାଳକ ସୁଧିର ରଞ୍ଜନ ନାୟକ ଜିଲ୍ଲା ସଂଘ ଚାଳକ ପବିତ୍ର ମୋହନ ପଟ୍ଟନାୟକ ଉତ୍ସବରେ ସଭାପତିତ୍ୱ କରିଥିଲେ । ସମସ୍ତ ସ୍ୱୟଂସେବକ ଏଥିରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *