ବଡ଼ପଣ୍ଡୁସର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଠାର ଜରାୟୁ ଗ୍ରିବା କର୍କଟ ପ୍ରତିଷେଧକ ଟୀକାକାରଣ ଶୁଭାରମ୍ଭ
ନୟାଗଡ଼ ବ୍ଲକ ବଡ଼ପଣ୍ଡୁସର ଗୋଷ୍ଟି ଗୋଷ୍ଠି କେନ୍ଦ୍ରଠାର ହ୍ୟୁମାନ ପାପିଲୋମା ଭାଇରସ (HPV) ଗୋଷ୍ଠି ଚିକିତ୍ସା ଅଧିକାରୀ ଡାକ୍ତର ଜ୍ଞାନ ଜ୍ୟୋତି ଦାସ ଦ୍ଵାରା ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ଡାକ୍ତର ନମ୍ରତା ଦାସ ହ୍ୟୁମାନ ପାପିଲୋମା ଭାଇରସ (HPV) ଟୀକାକାରଣ ଜରାୟୁ ଗ୍ରିବା କର୍କଟ ରୋଗ ପ୍ରତିରୋଧ ପାଇଁ ସୁରକ୍ଷା ପ୍ରଧାନ କରାଯାଏ । ଏହି ଟୀକା ୧୪ -୧୫ ବର୍ଷ ବୟସର ସୁସ୍ଥ୍ କିଶୋରିକୁ ଦିଆଯିବ । ଜରାୟୁ ଗ୍ରିବା କର୍କଟ ରୋକିବାରେ ଏହି ଟୀକା ଏକ ମହତୁ ପଦକ୍ଷେପ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଭିଯାନକୁ ସଫଳ କରିବା ପାଇଁ ଯୋଗ୍ୟ କିଶୋରୀଙ୍କୁ ଟୀକା ପ୍ରଦାନ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଚାଲୁରହିବ । ନିଜ କନ୍ୟାମାନଙ୍କୁ ଏହି ଟୀକା ଦେବା ପାଇଁ ସଚେତନତା ହେବାକୁ ଅନୁରୋଧ କରାଯାଇ ଅଛି। ଗୋଷ୍ଟି ସମ୍ପସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ,ବ୍ଲକ କ୍ରାଯ୍ୟକ୍ରମ ପରିଚାଲିକା ନିବେଦିତା ପ୍ରଧାନ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ ଦଳବେହେରା, ମମତା ସାମନ୍ତରା, ରିଆଜ ଅହମଦ ମଲ୍ଲିକ , ମମତା ସାମନ୍ତରା ସ୍ୱାସ୍ଥ୍ୟ ବିଭାର ସମସ୍ତ କର୍ମଚାରୀ ଓ କିଶୋରୀ ବାଳିକା ମାନେ ଉପସ୍ତିତ ଥିଲେ . ଗୋଷ୍ଠି କେନ୍ଦ୍ରଠାର ପକ୍ଷରୁ ଅଭିଭାବ ମାନକୁ ନିଜ କନ୍ୟା ମାନକୁ ଅହି ଟୀକା ଦେବା ପାଈ ସଚେତନତା ହେବାକୁ ଅନୁରୋଧ କରାଯାଈଅଛି ।
