କଡ଼ାକଡ଼ି ହେବ ବାଲ୍ୟ ବିବାହ ନିଷେଧ ଆଇନ l
କଡ଼ାକଡ଼ି ହେବ ବାଲ୍ୟ ବିବାହ ନିଷେଧ ଆଇନ l ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ କଡ଼ାକଡ଼ି ପାଳନ ନିର୍ଦ୍ଦେଶ…..ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ଚିଠି……ଅକ୍ଷୟ ତୃତୀୟାରୁ ନିୟମ କଡ଼ାକଡ଼ି ପାଳନ କରିବାକୁ ଚିଠିରେ ଉଲ୍ଲେଖ…….ସବୁ ଜିଲ୍ଲାପାଳଙ୍କୁ ‘ବାଲ୍ୟ ବିବାହ ନିଷେଧ ଅଧିକାରୀ’ ଭାବେ ଦାୟିତ୍ୱ…….. ପଞ୍ଚାୟତ,ବ୍ଲକ ଏବଂ ଜିଲ୍ଲା ସ୍ତରରେ ବ୍ୟାପକ ସଚେତନତା କରିବାକୁ ନିର୍ଦ୍ଦେଶ…….ସ୍କୁଲ ଛାଡ଼ିଥିବା ପିଲାଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ…….ସ୍କୁଲ ଛାଡ଼ିଥିବା ପିଲାଙ୍କ ପରିବାରକୁ କାଉନସେଲିଂ ପାଇଁ ଚିଠିରେ ଉଲ୍ଲେଖ…….୮ ସୁଦ୍ଧା ପଦକ୍ଷେପ ସମ୍ପର୍କରେ ତଥ୍ୟ ଆୟୋଗଙ୍କ ନିକଟରେ ଦାଖଲ କର…….
