ଖ୍ରୀଷ୍ଟାଧର୍ମାବଲମ୍ବୀଗହଣରେ ବଡଦିନ ପାଳିଲେ କଙ୍ଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ

ଖ୍ରୀଷ୍ଟାଧର୍ମାବଲମ୍ବୀଗହଣରେ ବଡଦିନ ପାଳିଲେ କଙ୍ଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ ହିଞ୍ଜିଳିକାଟୁ:-୨୫/୧୨( ) ଦେଶର ବିଭିନ୍ନ ସହରରେ ବଡ ଦିନ ଧୁମଧାମରେ ପାଳନ କରାଯାଇଛି । ଆଜିର ଦିନରେ ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିବାରୁ ଏହାକୁ ପାଳନ କରିଆସୁଛନ୍ତି ଖ୍ରୀଷ୍ଟାଧର୍ମାବଲମ୍ବି । ଏହି ଅବସରରେ ହିଂଜିଳି ନିର୍ବାଚନ ମଣ୍ଡଳିର କଙ୍ଗ୍ରେସ ବିଧାୟକ ପାର୍ଥି ରଜନୀ କାନ୍ତ ପାଢି ଓ ହିଂଜିଳି

ପୌରପରିଷଦର ପୁର୍ବତନ କଙ୍ଗ୍ରେସ ନଗର ସଭାପତି ସୁନାରାମ ସାବତଙ୍କ ସହ ନିର୍ବାଚନ ମଣ୍ଡଳିରେ ଥିବା ବିଭିନ ଖ୍ରୀଷ୍ଟାଧର୍ମାବଲମ୍ବି ଗ୍ରାମକୁ ଯାଇ ଖ୍ରୀଷ୍ଟ ପର୍ବରେ ଯୋଗଦେବା ସହ ପ୍ରତ୍ଯେକ ଗ୍ରାମବାସିଙ୍କୁ ମିଠା ବଂଣ୍ଟନ କରିବା ସହ ଚାଉଳ ଓ ଡାଲି ଇତ୍ଯାଦି ବଣ୍ଟନ କରିଛନ୍ତି । ଏଥିସହିତ ଲୋକ ମାନଙ୍କୁ ସୁବିଧା ଯୋଗାଇବା ସକାଶେ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *