ଟୁଟୁ ଦାଶ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ଟୁଟୁ ଦାଶ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
……..
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ସଁଅରା ଉଚ୍ଚ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଶ୍ରୀ ଟୁଟୁ ଦାଶ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବାରୁ ସଁଅରା ଗ୍ରାମପଞ୍ଚାୟତ ର ସମାଜ ସେବୀ ଅବସରପ୍ରାପ୍ତ ସେନା କର୍ମଚାରୀ – ଶ୍ରୀ ନିହାର କୁମାର ମହାନ୍ତି (ଚିନୁ) ଏବଂ ତାଙ୍କର ସହଯୋଗୀ ,ଶ୍ରୀ ମୋହନ ଚରଣ ଜେନା,ଗୌରିକାନ୍ତ ସ୍ଵାଇଁ,ସୁଜିତ୍ ମଲିକ୍, ବିକାସ କୁମାର ବେହେରା ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସହିତ ସହ ଶିକ୍ଷକ ଓ ସହ ଶିକ୍ଷୟତ୍ରୀ ଙ୍କ ଗହଣରେ ଶ୍ରୀ ଟୁଟୁ ଦାଶ ଙ୍କୁ ଉତରି ସହିତ ପୁଷ୍ପଗୁଛ ଦେଇ ସମ୍ବୋଧିତ କରିଥିଲେ।
