ଭଣ୍ଡାରି ପୋଖରୀ ବ୍ଲକ୍ କାର୍ଯ୍ୟଳୟରେ କଂଗ୍ରେସର କାର୍ଯ୍ୟକାରୀଣି ବୈଠକ

ଭଣ୍ଡାରି ପୋଖରୀ ବ୍ଲକ୍ କାର୍ଯ୍ୟଳୟରେ କଂଗ୍ରେସର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଲକ୍ଷ୍ୟକରି ଜିଲ୍ଲା ସଭାପତି ଏବଂ ବ୍ଲକ ସଭାପତି ଙ୍କ ପ୍ରଚେଷ୍ଟାରେ ୨୩ ଟି ପଞ୍ଚାୟତ ର ସଭାପତି ଏବଂ କର୍ମକତା ଙ୍କୁ ନେଇ ଗୁରୁମନ୍ତ୍ର ଦେବା ସହ କିପରି ପଞ୍ଚାୟତ ନିର୍ବାଚନ ରେ ରଣ କୌଶଳ ବାବଦରେ ଆଲୋଚନା କରିବା ସହ ଦଳ କିପରି ଆଗକୁ ନିର୍ବାଚନ ରେ ବିଜୟ ର ବାଜା ବଜାଇବା ସେ ବିଷୟରେ ଆଲୋଚନା କରିଥିଲେ ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *