କନ୍ଧମାଳ ଜିଲ୍ଲା ରେ ଲଗାତର ବର୍ଷା

କନ୍ଧମାଳ ଜିଲ୍ଲା ରେ ଲଗାତର ବର୍ଷା ଯୋଗୁଁ ଆଜି ନୂଆଗାଁ ବ୍ଲକ ମହାସିଙ୍ଗ ଏକଲବ୍ୟ ସ୍କୁଲ ପାଖରେ ଥିବା ବିରାଟ ବରଗଛ ଟି ବର୍ଷା ରେ ଉପୁଡ଼ିପଡ଼ିଥିବାରୁ ରୁ, NH 59 ବାଲିଗୁଡ଼ା ରୁ ବ୍ରହ୍ମପୁର ଯାତାୟତ ପୁରାପୁରି ବାଧାପ୍ରାପ୍ତ ।ଦୀର୍ଘ 4ଘଣ୍ଟା ହେବ ଯାତାୟତ ପୁରାପୁରି ଠ୍ ପ।ଖବର ପାଇ ବାଲିଗୁଡା ଅଗ୍ନିଶମ ବିଭାଗ ପଂହଁଚି ମୁଖ୍ୟ ରାସ୍ତାରୁ ଗଛକୁ ହଟେଇ ଦେଇଥିଲେ।ଫଳରେ ଯିବା ଆସିବା ସ୍ୱାଭାବିକ ହେଇଥିଲା।

Leave a Reply

Your email address will not be published. Required fields are marked *