କୀର୍ତ୍ତନ ମଣ୍ଡପ କାର୍ଯ୍ୟ ନିର୍ମାଣକୁ ନେଇ ତେଜୁଛି ବିବାଦ

ଭଦ୍ରକ :୨୮/୧୦:- ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ପଂଚାୟତର ସୋଧ ଯେନା ସାହି ଗ୍ରାମର ଏକ କୀର୍ତ୍ତନ ମଣ୍ଡପ ନିର୍ମାଣକୁ ନେଇ ଆଜି ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଘନେଇଥିବାର ଦେଖିବାକୁ ମିଳିଛି । ପଂଚାୟତ ପକ୍ଷରୁ ଆସିଥିବା ୨ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ବିଧାୟକଙ୍କ ହାତପାଣ୍ଠି ଅର୍ଥର କାର୍ଯ୍ୟାଦେଶ ଅଶୋକ ପଣ୍ଡାଙ୍କ ନାମରେ ରହିଥିବାରୁ ଗ୍ରାମବାସୀଙ୍କ ଉପସ୍ଥିତିରେ ଆପୋଷ ସମାଧାନ କରାଯାଇ କାର୍ଯ୍ୟ ଖୁବ୍‌ଶୀଘ୍ର କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।

 ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *