ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ କାଉନସିଲରଙ୍କ ଧାରଣା

ଜଗତସିଂହପୁର ପୋୖରାଞ୍ଚଳର 17 ନମ୍ବର ୱାର୍ଡ ରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉ ନ ଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପୌର ପରିଷଦ ର୍ 17 ନମ୍ବର ୱାର୍ଡ ର୍ କାଉନସିଲର ଦେବାଶିଷ ସ୍ବାଇଁ ଙ୍କ ସହିତ ୱାର୍ଡ ବାସିନ୍ଦା ମାନେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ପୌରପରିଷଦ କତ୍ତୃପକ୍ଷ ଙ୍କ 17 ନମ୍ବର ୱାର୍ଡ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ୱାର୍ଡ ମାନେ ଦାବି କରିଛନ୍ତି । ତେବେ ୱାର୍ଡ ର୍ ଅନେକ ସମସ୍ୟା ଥିବା ବେଳେ ପୌର କତ୍ତୃପକ୍ଷ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ରେ ଏହି ଧାରଣା ଦିଆଯାଇଛି ବୋଲି ପାରିଷଦ ଓ ୱାର୍ଡ ର୍ ସଦସ୍ୟ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *