ବାହାର_ରତ୍ନଭଣ୍ଡାର_ଗଣତି_ସରିଲା

ବାହାର_ରତ୍ନଭଣ୍ଡାର_ଗଣତି_ସରିଲା-ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତିମଣତି ଶେଷ-ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ-୧୯୭୮ ତାଲିକାଠୁ ଅଧିକ ଅଳଙ୍କାର ଗଣତି କରି ଦେଇଛନ୍ତି ସେବକ-ଭଣ୍ଡାର ମେକାପ ଦେଇଥିବା ଅଳଙ୍କାର ମିଶାଇଲେ ୧୯୭୮ ତାଲିକାଠାରୁ ବେଶି ହେବ-୨୦୨୬ ଗଣତି ତାଲିକାରେ ଏ ସବୁ ଅଳଙ୍କାରକୁ ସାମିଲ୍ କରିଛୁ-ସୋମବାରଠାରୁ ଭିତର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଆରମ୍ଭ ହେବ-ଭିତର ରତ୍ନଭଣ୍ଡାର ଗଣତି ବେଳେ ଜିଲ୍ଲା ଟ୍ରେଜେରୀରୁ ଚାବି ଆସିବ-ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଖୋଲିବା ପରେ ଗଣତିମଣତି ଆରମ୍ଭ ହେବ-ପ୍ରକ୍ରିୟା ସରିବା ପରେ ପ୍ରତିଦିନ ସନ୍ଧ୍ୟାରେ ତାଲାକୁ ଜଉମୁଦରେ ସିଲ୍ କରାଯିବ

Leave a Reply

Your email address will not be published. Required fields are marked *