ଗ୍ୟାସ ସିଲିଣ୍ଡର ଫାଟି ଦୁଇଝିଅ ଗୁରୁତର
ଢେ଼ଙ୍କାନାଳ ଜିଲ୍ଲାର ବେଲଟିକିରି ଗ୍ରାମପଞ୍ଚାୟତ ବନ୍ଧ ନୂଆଗାଁ ଗ୍ରାମରେ ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି,ହୁତୁହୁତୁ ହୋଇ ଜଳି ଗଲାଘର ସହିତ ଆସବାହ ଜିନିଷ ପତ୍ର। ସୂଚନା ମୁତାବକ ବନ୍ଧ ନୂଆଗାଁରେ ପବନ ନାଏକଙ୍କ ପତ୍ନୀ ଶେଫାଳି ନାଏକ ଘରେ ଗ୍ୟାସ ଲଗାଇ ରୋଷେଇ କରୁଥିଲେ ହଠାତ ଗ୍ୟାସ ଟାଙ୍କିଟି ଫାଟି ବିଷଣ ଶବ୍ଦ ହେଲା ନିକଟରେ ଥିବା ୨ ଝିଅ ବଡ ଝିଅ ୧୫ ବର୍ଷୀୟା ସଦ୍ଧାଶ୍ରୀ ପ୍ରିୟଦର୍ଶିନୀ ଓ ସାନ ଝିଅ ଜୟଶ୍ରୀ ପ୍ରିୟଦର୍ଶିନୀ ନାଏକ ଘର ଭିତରକୁ ପଶିଯିବାରୁ ଏମାନେ ମଧ୍ୟ ଜଳିଯାଇ ଥିଲେ ।ଗ୍ରାମବାସୀ ଓ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଂଚି ଗୁରୁତର ମା’ ଓ ଦୁଇ ଝିଅଙ୍କୁ ଉଦ୍ଧାର କରି ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ତେବେ ମା ଓ ସାନ ଝିଅଙ୍କର ଶରୀର ୬୦% ଭାଗ ପୋଡି ହୋଇ ଯାଇଥିବା ଜଣାପଡ଼ିଛି । ସେଠାରେ ତାଙ୍କ ଅବସ୍ଥା ସାଙ୍ଘାତିକ ହେବାରୁ ମା’ଙ୍କ ସହ ୨ ଝିଅଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛି ପୋଲିସ I ଆଜି ବେଲଟିକିରି ଗ୍ରାମପଞ୍ଚାୟତ ବନ୍ଧ ନୂଆଗାଁ ଗ୍ରାମରେ ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି,ହୁତୁହୁତୁ ହୋଇ ଜଳି ଗଲାଘର ସହିତ ଆସବାହ ଜିନିଷ ପତ୍ର। ସୂଚନା ମୁତାବକ ବନ୍ଧ ନୂଆଗାଁରେ ପବନ ନାଏକଙ୍କ ପତ୍ନୀ ଶେଫାଳି ନାଏକ ଘରେ ଗ୍ୟାସ ଲଗାଇ ରୋଷେଇ କରୁଥିଲେ ହଠାତ ଗ୍ୟାସ ଟାଙ୍କିଟି ଫାଟି ବିଷଣ ଶବ୍ଦ ହେଲା ନିକଟରେ ଥିବା ୨ ଝିଅ ବଡ ଝିଅ ୧୫ ବର୍ଷୀୟା ସଦ୍ଧାଶ୍ରୀ ପ୍ରିୟଦର୍ଶିନୀ ଓ ସାନ ଝିଅ ଜୟଶ୍ରୀ ପ୍ରିୟଦର୍ଶିନୀ ନାଏକ ଘର ଭିତରକୁ ପଶିଯିବାରୁ ଏମାନେ ମଧ୍ୟ ଜଳିଯାଇ ଥିଲେ ।ଗ୍ରାମବାସୀ ଓ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଂଚି ଗୁରୁତର ମା’ ଓ ଦୁଇ ଝିଅଙ୍କୁ ଉଦ୍ଧାର କରି ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ତେବେ ମା ଓ ସାନ ଝିଅଙ୍କର ଶରୀର ୬୦% ଭାଗ ପୋଡି ହୋଇ ଯାଇଥିବା ଜଣାପଡ଼ିଛି । ସେଠାରେ ତାଙ୍କ ଅବସ୍ଥା ସାଙ୍ଘାତିକ ହେବାରୁ ମା’ଙ୍କ ସହ ୨ ଝିଅଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛି ପୋଲିସ I
