ଡିସିପି କ୍ଲବ ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭଦ୍ରକ ବ୍ଲକ ଅନ୍ତର୍ଗତ ସରଗଡିଆ ପଡିଆ ରେ ଅନୁଷ୍ଠିତ
ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ସରଗଡିଆ ଠାରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇ ଯାଇଛି ମୁଖ୍ଯ ଅତିଥି ଭାବରେ ସମାଜସେବୀ ବିଜେପି ଟାଣୁଆ ବୀର ପୁରୁଷ ଶହିଦ ଭଗତ ସେନା ର ଆବାହକ ଶ୍ରୀଯୁକ୍ତ ଶିତାଂଶୁଶେଖର ମହାପାତ୍ର ଦୀପ ପ୍ରଜ୍ବଳନ ମନ୍ତ୍ର କରାଯାଇ ଖେଳ ଆରମ୍ଭ କରାଯାଇଥିଲା ,ଦୁଇ ଦଳ ମଧ୍ଯ ରେ ଖେଳ ଆରମ୍ଭ କରାଯାଇଥିଲା ଖିର ସ୍ବର ଟୁର୍ଣ୍ଣାମେଣ୍ଟ, ଶ୍ରୀରାମ ଫାଇଟର ମଧ୍ଯ ରେ ଯୋରଦାର ଖେଳ ହୋଇଥିଲା, ଏହି ମଞ୍ଚ ରେ ବହୁ ବରିଷ୍ଠ ନାଗରିକ ଗ୍ରାମ ର ସମସ୍ତ ସଦସ୍ଯ ଉପସ୍ଥିତ ରହିଥିଲେ, ଏହି ମଞ୍ଚ ରେ ନରେଶ କୁମାର ପଲାର, ଧିରେନ ପାତ୍ର, ସୁବାସିତ ପାତ୍ର, ସୁରେନ ପାତ୍ର ସୁଶାନ୍ତ ପାତ୍ର, ସମ୍ବିଦ ପାତ୍ର, ଶିବ୍ଦାର୍ଥ ନାୟକ ବିଶ୍ବଜିତ ପାତ୍ର, ମାନସ ମହାନ୍ତି, ବିରେନ ପାତ୍ର ପ୍ରଭାତ ନାୟକ ଉମେଶ ଜେନା ଗୌତମ ପାତ୍ର, ମନୋରଞ୍ଜନ ସାହୁ ଉତ୍କଳ ପାତ୍ର, ଚନ୍ଦନ ପାତ୍ର ପ୍ରିୟବ୍ରତ ନାୟକ, ଆଦିତ୍ଯ ପାତ୍ର ,ସରପଞ୍ଚ ସରଗଡିଆ ଅଜୟ ସାମଲ ଉପସ୍ଥିତ ରହି ସହଯୋଗ କରିଥିଲେ ,ଶେଷ ରେ ଶିତାଂଶୁଶେଖର ମହାପାତ୍ର, ଶିଲ ପ୍ରଦାନ କରି ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସମାପନ କରାଯାଇଥିଲା ବାଇଟ:= ଶ୍ରୀଯୁକ୍ତ ଶିତାଂଶୁଶେଖର ମହାପାତ୍ର ବାଇଟ:= ଡିସିପି କ୍ଲବ ର ସଭାପତିବାଇଟ
ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ
