କଣିହାଁ ଅତିରିକ୍ତ ତହସିଲଦାରଙ୍କ ଦବଙ୍ଗଗିରି ।ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କଣିହାଁ ଅତିରିକ୍ତ ତହସିଲଦାରଙ୍କ ନାଲି ଆଖି।ସାଧାରଣ ଲୋକମାନଙ୍କୁ ଅତିରିକ୍ତ ତହସିଲଦାରଙ୍କ ନାଲି ଆଖି ।
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ।କଣିହାଁ ତହସିଲ କାର୍ଯ୍ୟାଳୟ ପଛ ପାଖରେ ଥିବା ଖାଲ ଜମିରେ ଅତିରିକ୍ତ ତହସିଲଦାର ବେଆଇନ ଭାବେ ନିଜେ ଛିଡା ହୋଇ ପାଉଁଶ ଢାଳୁଛନ୍ତି।ଯାହା କି ମାର୍କେଟ ଠାରୁ ୧୫୦ମିଟର ଦୂରରେ ଖୋଲା ପାଉଁଶ ବେ ନିୟମ ଅନୁଯାୟୀ ଅତିରିକ୍ତ ତହସିଲଦାର କାର୍ଯ୍ୟ କରୁଛନ୍ତି।
ଆସ୍ ପଣ୍ଡରୁ ପାଉଁଶ ନେଇ ଆଶୁଥିବା ଗାଡ଼ି ରାଜ ରାସ୍ତାରେ ଯେଉଁଠି ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି।ପାଲ ନ ବନ୍ଦୀ ପାଉଁଶ ଉଡିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି।ତଥାପି ମଧ୍ୟ ତହସିଲଦାର ମୋହଦୟ ଲୋକ ମାନଙ୍କ କଥା ଏଡେଦେଇ ନାଲି ଆଖି ଦେଖାଇ ଯୋରଯୋବର କାର୍ଯ୍ୟ କରୁଛନ୍ତି।ଅନ୍ୟପକ୍ଷରେ ଗୋଟିଏ ପଟେ ଟିକରା ନଦୀରେ ପାଉଁଶ ପାଣି ମିଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି,କିନ୍ତୁ ବଡ ଦୁଃଖର ବିଷୟ ଆଉ ଗୋଟିଏ ପଟେ ଆସ୍ ପଣ୍ଡ ରୁ ପାଉଁଶ ଆଣି ଜନବସତି ଭିତରେ କଣିହାଁ ଅତିରିକ୍ତ ତହସିଲଦାର ନିଜେ ଛିଡ଼ା ହୋଇ ପାଉଁଶ ବିଛାଉଛନ୍ତି,ଆଜିକୁ ପ୍ରାୟ ୧୦୦ବର୍ଷ ହେବ ଟୋଲକବେଡା ଗ୍ରାମର ଜଇନକ ପୁରୁଷ ଚାଷ କରି ପରିବାର ଭୋରଣ ପୋଷଣ କରୁଥିବା ନଜିର୍ ଅଛି।ଖାତା-୧୧୧,ପ୍ଲଟ-୩୧୪୫ ହେକ୍ଟର-୦.୨୯୫ ଏରିଆ-୦.୭୩୦,ଅନାବାଦି ଯୋଗ୍ୟ,ତଇଳା ଦୁଇ ଥିବା ଅତିରିକ୍ତ ତହସିଲଦାର ମନମୁଖୀ କାର୍ଯ୍ୟ କରୁଛନ୍ତି।ସୂଚନା ରୁ ପ୍ରକାଶ ଯେ କଣିହାଁ ଅତିରିକ୍ତ ତହସିଲଦାର ଙ୍କ ଅନ୍ୟତ୍ର ବଦଳି ହୋଇଥିବା ଜଣାପଡିଛି।।
ରିପୋର୍ଟ- କଣିହାଁରୁ ସୁନୀଲ ପାଣି ତୀର୍ଥକ୍ଷେତ୍ର ।
