ଦଶପଲ୍ଲା ବରିଷ୍ଠ ନାଗରିକ ମଞ୍ଚ ନୂତନ କର୍ମକର୍ତା କାର୍ଯ୍ୟକାରିଣି କମିଟିର ପ୍ରଥମ ବୌଠକ

ଦଶପଲ୍ଲା-୨୦/୩/୨୦୨୬( )ଦଶପଲ୍ଲା ବରିଷ୍ଠ ନାଗରିକ ମଞ୍ଚ ମହାବୀରକ୍ଷେତ୍ର ଦଶପଲ୍ଲାର ନୂତନ ଭାବେ ଭୋଟିଙ୍ଗି ମାଧ୍ୟମରେ ନିର୍ବାଚିତ ହୋଇଥିବା କର୍ମକର୍ତାମାନଙ୍କର ବନ୍ଧୁ ମିଳନ ପର୍ବ ଦଶପଲ୍ଲା ପୁରୁଣା ଏନ ଏ ସି ଅଫିସ ଘର ଠାରେ ଖୁବ ଆଡମ୍ବର ପୂର୍ଣ୍ଣ ଭାବରେ ପାଳନ କରାଯାଇଥିଲା ଏଥିରେମଞ୍ଚର ନୂତନ ସଭାପତି ଦଶପଲ୍ଲା ର ଶିଳ୍ପପତି ତଥା ଦଶପଲ୍ଲା ସତସଙ୍ଘ ବିହାରର ସଭାପତି ଶ୍ରୀ ସୁଶାନ୍ତ କୁମାର ପାତ୍ର, ଉପସଭାପତି ଶ୍ରୀ ଗଙ୍ଗାଧର ମିଶ୍ର,ସମ୍ପା ଦକ ଶ୍ରୀସୀତା ରାମ ଲାଲ ଆଗ୍ରୱାଲା, ସହ ସମ୍ପଦକ ବିଜୟକୁମାର ସାହୁ କ୍ୟାସିୟର ଶ୍ରୀ ରଙ୍କନିଧି ସାହୁ, ଉପ କୋଷାଧ୍ଯଖ୍ୟ ଶ୍ରୀ ଗଣେଶ୍ୱର ସାହୁ, କମିଟି ସଭ୍ୟ ଶ୍ରୀ ମାଧବ ପୃଷ୍ଟି ମଞ୍ଚାସିନ ପଦବୀଧାରୀ ମାନେ ତାଙ୍କର ମତ ବ୍ୟକ୍ତ କରିଥିଲେ କି ଏକତାର ଜୟ ହିଁ ପ୍ରକୃତ ଜୟ,ମଞ୍ଚର ଉପଦେଷ୍ଟା କମିଟିର ପାଞ୍ଚଜଣ ସଭ୍ୟ ମଧ୍ୟରୁ ଦଶପଲ୍ଲା ବଣିକ ମହାସଂଘର ସଭାପତି ଶ୍ରୀ ଅଲେଖ ଚନ୍ଦ୍ର ସାହୁ, ତାଙ୍କର ଅଭିଭାଷଣ ମାଧ୍ୟମରେ ସଙ୍ଘର ଏକତା, ଶ୍ରୀ ପ୍ରଫୁଲ କୁମାର ବାରିକି ଶିକ୍ଷାବିତ୍ ସୁନ୍ଦର କଥାଟିଏ କହିଲେକି ପୁରୁଣା ବୋତଲରେ ନୂଆ ପାଣିରଖାଗଲା କାରଣ ପୁରୁଣା ଅନୁଷ୍ଟାନର ଦମ ବେସୀ ନଥିବାଭଳି ଅନୁଭବ ହଉଥିଲା,ଶ୍ରୀକାନ୍ତ ପଣ୍ଡା ଏକତାର କଥା କହିଥିଲେ ଆଉ ଆଗାମୀ କାର୍ଯ୍ୟ ଧାରା କୁ ସମସ୍ତେ ମିଳିମିଶି ବହୁ ଆଗକୁ ନବାର ଅଛି ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ ଜାରିରଖିବା, ଦଶପଲ୍ଲା ବାର ଆସୋସିଏସନର ବରିଷ୍ଟ ଓକିଲଶ୍ରୀ କୃଷ୍ଣ ଚନ୍ଦ୍ର ଦାଶ ସଙ୍ଘର ଆଇନ ବିଷୟରେ ବହୁ ଉପାଦେୟ କଥା କହିବାସହିତ ଆଉ ଜଣେ ବରିଷ୍ଟ ଓକିଲ ମହୋଦୟ ଶ୍ରୀ ଶୌଲେନ୍ଦ୍ର କୁମାର ଦେଓ ଏକାଠି ହୋଇ ସମସ୍ତେ ବରିଷ୍ଟ ମାନଙ୍କର ସେବା କରିବା ଶ୍ରୀ ତାରାକାନ୍ତ ସାହୁ ମଧ୍ୟ କହିଁ ଲେକି ସମସ୍ତେ ମିଳିମିଶି କାମକରିବା ସେଶରେ ମଞ୍ଚର ନୂତନ ସଭାପତି କହିଲେ ସଙ୍ଘର ରେଜିଷ୍ଟେସନ, ଜାଗା କଥା, ଆଗାମୀ ତିନିମାସ ମଧ୍ୟରେ ସମସ୍ତଙ୍କୁ ସାଙ୍ଗେରେ ନେଇ ନିଶ୍ଚୟକରିବା ଯା dହାକି ଆଗରୁ ହୋଇପାରିନଥିଲା, ପୁନଃବାର ଦଶପଲ୍ଲା ର ଏଇ ଚାରିଗୋଟି ଅଫିସ ଏନ ଏ ସି , ବିଡ଼ିଓ, ତହସିଲଦାର, ଥାନା ଅଧିକାରୀ ବନ୍ଧୁ ମାନଙ୍କ ସହ ମିଶି ମଞ୍ଚର ସମସ୍ତ କାମକୁ କରିବା ଆଉସବୁଠାରୁ ବଡ଼କଥା କହିଲେ କି ସବୁ ଗ୍ରାମ ପଞ୍ଚାୟତ ଓ ଏନ ଏ ସି ୱାଡ଼ ରେ ଦୁଇଜଣ ସକ୍ରୀ ୟ ମେମ୍ବର ଚୟନ କରି ଗୋଟିଏ ପରିଚାଳନା କମିଟି ଶୀଘ୍ର କରିବା ଏଥିରେ ଦଶପଲ୍ଲା ର ସମସ୍ତ ବରିଷ୍ଠନାଗରିକ ସଭ୍ୟ, ସଭ୍ୟାଭାଇ ଭଉଁଣୀ ମାନଂକୁ ସାଙ୍ଗ ରେନେଇ ଚଲାଇବା ସର୍ବ ସେସରେ ସମ୍ପାଦକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ

Leave a Reply

Your email address will not be published. Required fields are marked *