ନିର୍ମାଣଧୀନ ଘରୁ ଜଣେ ବ୍ୟକ୍ତି ଙ୍କ ଖତବିଖତ ମୃତ ଦେହ ଉଧାର
କନ୍ଧମାଳ ଜିଲ୍ଲାବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ର ପଣସପୋଡି ସାହି ର ଏକ ନିର୍ମାଣଧିନ ଘରୁ ଜଣେ ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର l ଉଦ୍ଧାର ମୃତ ଦେହ ର ମୁହଁ ଓ ବେକ ରେ କ୍ଷ୍ୟତ ଚି଼ହ୍ନ ଦେଖିବାକୁ ମିଳିଛି l ମୃତକ ବାଲିଗୁଡା ପଣସପଡି ସାହିର ସୁଶାନ୍ତ ପୂଜାରୀ ବୋଲି ଜଣା ପଡିଛି l ମୃତ ଦେହ ଉଦ୍ଧାର ହୋଇଥିବା ନିର୍ମାଣଧିନ ଘର ମଧ୍ୟ ନିଜ ସମ୍ପର୍କୀୟ ଙ୍କ ହୋଇଥିବା ବେଳେ ସୁଶାନ୍ତ ଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି l କିଛି ଶ୍ରମିକ କାମ କରିବାକୁ ଆସି କ୍ଷତାକ୍ତ ମୃତ ଦେହ ଦେଖି ସ୍ଥାନୀୟ ଲୋକଙ୍କୁ ଜଣେଇଥିଲେ l ସୂଚନା ପାଇବା ପରେ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ ସାହୁ ଘଟଣା ସ୍ଥଳ ରେ ପହଂଚି ଘଟଣା ର ତଦନ୍ତ ଜାରି ରଖିଛନ୍
ଭବାନି ଶଙ୍କର ଜେନା reporter
