ବିଦ୍ୟୁତ୍ ଆଘାତରେ ମହିଳା ମୁତ୍ୟୁ
– ଥାନା କଙ୍କଣା ଗାଁରେ ରବିବାର ୭ଟାରେ ଘରେ ବିଦ୍ୟୁତ ଆଘାତରେ ମହିଳାଙ୍କ କାମାକ୍ଷାନଗର ମେଡ଼ିକାଲରେ ମୃତ ।କାମାକ୍ଷାନଗର ଥାନା କଙ୍କଣା ଗାଁରେ ରବିବାର ସକାଳେ ଘଟିଛି ଅଘଟଣ ।ଗାଁର ସୁଲୋଚନା ନାୟକ ଘରେ ଫ୍ୟାନ ଲଗାଉଥିବା ବେଳେ ଲାଗିଥିଲା କରେଣ୍ଟ ।ତାଙ୍କୁ କାମାକ୍ଷାନଗର ମେଡ଼ିକାଲ ଆଣିଥିବା ବେଳେ ଏଠାରେ ରବିବାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।କାମାକ୍ଷାନଗର ଥାନା ପୋଲିସ ତଦନ୍ତ କରୁଛି।
