ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

ଧାମନଗର:ଗତ ତା ୧୯.୦୨.୨୪ ରିଖ ରେ ବିଶିଷ୍ଟ ବ୍ୟବସାୟୀ ରାମଚନ୍ଦ୍ର ସାହୁଙ୍କର ୭୦ବର୍ଷ ବୟସରେ ତାଙ୍କର ବନସର ବାସଭବନରେ ପରଲୋକ ହୋଇଯାଇଛି।ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ। ମୃତ୍ୟୁ ସମୟରେ ତାଙ୍କର ସାନ ଭାଇ,ସାନ ପୁଅ, ମଝିଆ ପୁଅ,ବୋହୂ ଓ ଦୁଇ ଝିଅ, ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସ୍ୱର୍ଗୀୟ ରାମଚନ୍ଦ୍ର ସାହୁ ଜଣେ ସଫଳ ବ୍ୟବସାୟୀ ଭାବେ ପରିଚିତ ଥିଲେ।ସେ ଦୀର୍ଘ ୩୦ବର୍ଷ ଧରି ଝାଟିଆସାହି ବଜାରରେ ବ୍ୟବସାୟ କରିଆସୁଥିଲେ। ତାଙ୍କର ତିନି ପୁଅ ଏବଂ ଦୁଇ ଝିଅ ଓ ଚାରି ନାତି, ତିନି ନାତୁଣୀ ଅଛନ୍ତି।

Leave a Reply

Your email address will not be published. Required fields are marked *