ଯୁବ ଡାକ୍ତରଙ୍କ ଅକାଳ ବିୟୋଗ

ଯୁବ ଡାକ୍ତରଙ୍କ ଅକାଳ ବିୟୋଗ

ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଏରସମା ଅଞ୍ଚଳ ୩ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଛାୟତଙ୍କ ପୁତ୍ର ଡାକ୍ତର ମୁକ୍ତିରଞ୍ଜନ ଗଛାୟତଙ୍କ ଅକାଳ ବିୟୋଗରେ ଏରସମା ଅଞ୍ଚଳ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଡାକ୍ତର ମୁକ୍ତିରଞ୍ଜନ ରୁଷିଆରୁ ଡାକ୍ତରୀ ପାସ କରି ଲୋକଙ୍କ ସେବା କରିବା ପୂର୍ବରୁ ଭଗବାନ ତାଙ୍କୁ ଛଡେଇ ନେଲେ। ସେ ଜଣେ ମେଧାବୀ ଛାତ୍ର, ଶାନ୍ତ ସରଳ, ମିଷ୍ଟ ଭାଷୀ ଥିଲେ। ତାଙ୍କ ଅମର ଆତ୍ମା ଈଶ୍ଵର ପ୍ରାପ୍ତି ହେଵା ସହିତ ଶୋକାକୁଳ ପରିବାରଙ୍କୁ ଭଗବାନ ସାହସ ଓ ଧର୍ଯ୍ୟ ପ୍ରଦାନ
କରନ୍ତୁ।

Leave a Reply

Your email address will not be published. Required fields are marked *