ଖୋର୍ଦ୍ଧା ନଗରରେ ସ୍ବର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ

ଖୋର୍ଦ୍ଧା ନଗରରେ ସ୍ବର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସରେ ଦ୍ଵୀପପ୍ରଯୋଳନ କରିବା ସହିତ ତାଙ୍କର ଗୁଣାବଳି କୀର୍ତ୍ତନ କରାଯାଇଥିଲା ।ଏହି ଦିବସକୁ ନଗର ସଭାପତି ଶ୍ରୀଯୁକ୍ତ କୃଷ୍ଣ ପ୍ରାସାଦ ମହାନ୍ତି ପରିଚାଳନା କରିଥିଲେ ଏବଂ ମୂଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିକୁଞ୍ଜ କିଶୋର ପଟ୍ଟନାୟକ, ଓ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ମହାପାତ୍ର, ମଣ୍ଡଳ ପ୍ରତିନିଧି ଶ୍ରୀଯୁକ୍ତ ଦେବ ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ହୋତା, ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମହାପାତ୍ର,ୱାର୍ଡ଼ ମେମ୍ବର ଶ୍ରୀମତୀ ଶୁଭଲକ୍ଷ୍ମି ମହାରଣା ଓ ନଗରର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *