ସୌମ୍ୟାଶ୍ରୀ ହତ୍ୟାକାରୀ ଙ୍କୁ ଫାଶୀ ଦେବାକୁ ଦାବି

Date-16/07/25*ସୌମ୍ୟାଶ୍ରୀ ହତ୍ୟାକାରୀ ଙ୍କୁ ଫାଶୀ ଦେବାକୁ ଦାବିଆଙ୍କର- ଜଗତସିଂହପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବାଲେଶ୍ଵର ଫକୀର ମୋହନ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀ ହତ୍ୟାକାରୀ ଙ୍କୁ ଫାଶୀ ଦେବାକୁ ଦାବି ଦାବି କରିଛନ୍ତି । ଆଜି ଅପରାହ୍ନ ରେ କଲେଜର ଶତାଧିକ ଛାତ୍ରଛାତ୍ରୀ ମାନେ ସୌମ୍ୟାଶ୍ରୀଙ୍କ ଆମର ଆତ୍ମାର ସଦଗତି କାମନା କରିବା ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ତେବେ ଛାତ୍ରଛାତ୍ରୀ ମାନେ ଏହି ଘଟଣା କୁ ନିନ୍ଦା କରିବା ସହିତ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଲେଜର ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *