ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଙ୍କୁ ୨୨ ନମ୍ବର ଓ୍ବାର୍ଡ ରେ ବିରୋଧ କଳା ପତକା ପ୍ରଦର୍ଶନ

ଆଜି ଭଦ୍ରକ ଜିଲ୍ଲାର ମୁନିସପାଲଟି ଓ୍ବାର୍ଡ ନମ୍ବର ୨୧,୨୨,୨୩, ରେ ନବୀନ ଓଡିଶା ଯୁବ ଓଡିଶା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଆରମ୍ଭ ରେ ମୁଖ୍ଯ ଅତିଥି ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଙ୍କୁ କଳାପତକା ଦେଖାଇ ଥିଲେ ଏହାର ଖବର ପାଇବା ପରେ ସେ କାର୍ଯ୍ୟକ୍ରମ କୁ ଆସିନଥିଲେ ଖରାରେ ଲୋକ ମାନେ ଅପେକ୍ଷା କରି ଥିଲେ ଏସ ଏଚ ଜି ମହିଳା ମାନେ ବିରୋଧ କରିଥିବାର ଅଭିଯୋଗ ଆସିଛି ଓ୍ବାର୍ଡ ରେ ବସବାସ କରୁଥିବା ୨୦ହଜାର ଲୋକ ବସବାସ କରୁଥିବା ବେଳେ ଲୋକ ମାନଙ୍କ ର ଇନ୍ଦିରାଆବାସ ରାସ୍ତାଘାଟ ବହୁ କାର୍ଯ୍ୟ ହୋଇ ପାରୁନାହି ବୋଲି ମୁନିସିପାଲଟି ର ଲୋକ ମାନେ କହୁଛନ୍ତି, ସବୁ କାମ ରେ ବିଧାୟକ ସହଯୋଗ କରୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *