ଶ୍ରାବଣ ସୋମବାରରେ ଜଳଲାଗି କଲେ ଭକ୍ତ
କାମାକ୍ଷାନଗରତାରିଖ-୧୪-୦୭-୨୦୨୫ଆଙ୍କର-ଶ୍ରାବଣ ମାସର ପ୍ରଥମ ସୋମବାର ଭୁବନ ବୁଦ୍ଧେଶ୍ୱର ମନ୍ଦିରରେ ଜଳଲାଗି କଲେ ଭକ୍ତ ।ଐତିହ ସମ୍ପର୍ଣ୍ଣ ଶୈବପୀଠ ଢେଙ୍କାନାଳ ଜିଲା ଭୁବନରେ ଥିବା ବାବା ବୁଦ୍ଧେଶ୍ୱର ମନ୍ଦିରରେ ସୋମବାର ସକାଳୁ କାଉଡ଼ିଆ ମାନଙ୍କ ଭିଡ଼ ଲାଗିଥିଲା ।ସେହିପରି ପରଜଙ୍ଗ ଅଷ୍ଟଶମ୍ଭୁ,କାମାକ୍ଷାନଗର କପିଳେଶ୍ୱର ,ରାମେଶ୍ୱର, ଭଳି କଙ୍କଡାହାଡ଼ ବ୍ଲକରେ ଥିବା ବିଭିନ୍ନ ଶୈବ ଠାକୁରଙ୍କ ପୀଠରେ ଜଳଲାଗି କରିଥିଲେ ଭକ୍ତ ।
