ବିଜୁ ଲିଗାସୀ କହୁଥିବା ନେତାଙ୍କୁ ଭକ୍ତଙ୍କନିଶାନା-
ବିଜୁ ଲିଗାସୀ କହୁଥିବା ନେତାଙ୍କୁ ଭକ୍ତଙ୍କ ନିଶାନା-ବିଜୁ ଲିଗାସୀ କଥା କହୁଥିବା ନେତାଙ୍କୁ ସିଧା ନିଶାନା କଲେ ପିସିସି ସଭାପତି-ବିଜେପି ଦୟାରେ ଥିବା ନେତା ବିଜୁ ଲିଗାସୀ କଥା କହୁଛନ୍ତି କହିଲେ ଭକ୍ତ ଦାସ-ଯେଉଁମାନେ ବିଜୁଙ୍କ ଚିନ୍ତାଧାରାକୁ ମାନୁନଥିଲେ, ସେମାନେ ବିଜୁ କଥା କହୁଛନ୍ତି-ଯେଉଁମାନେ ବିଜୁ ଲିଗାସୀ କହୁଛନ୍ତି ସେମାନେ ତାଙ୍କ ଚିନ୍ତାଧାରାକୁ ଗ୍ରହଣ କରିଛନ୍ତି ତ?-ବିଜୁ ପଟ୍ଟନାୟକଙ୍କ ବିଚାରଧାରାକୁ ଛାଡ଼ି ଲିଗାସୀ କଥା କହିବା ଠିକ ନୁହେଁ l
