ଡାଇବେଟିସ ସଚେତନତା ଶିବିର ଅନୁଷ୍ଠିତ।

ପୁରୀ ବାଲିଘାଇ ନିକଟସ୍ତ ଜଙ୍ଗଲ କ୍ୟାମ୍ପରେ ଡାଇବେଟିସ ସଚେତନତା ଶିବିର ଅନୁଷ୍ଠିତ ହେଉଛି। ଏହି ଶିବିରର ମୁଖ୍ୟ ଉଦେଶ୍ୟ ଔଷଧ ମୁକ୍ତ ଜଟିଳ ମଧୁମେହ, ଉଚ୍ଚ ରକ୍ତଚାପ, ଗ୍ୟାଷ୍ଟ୍ରିକ, ମେଦ ବହୁଳତା, ଆଣ୍ଠୁଗଣ୍ଠି ଯନ୍ତ୍ରଣା, କିଡ଼ନୀ ସମସ୍ୟା, ଥାଇରଡ଼ ପ୍ରଭୁତି ରୋଗରୁ ସମ୍ପୂର୍ଣ ମୁକ୍ତି ପାଇବା ପାଈଁ ପ୍ରଶିକ୍ଷଣ ଦିଆଯାଉଛି।

ଏହି ପ୍ରାକୃତିକ ଉପାୟକୁ ଆପଣଇ ଅନେକ ରୋଗୀ ଔଷଧ ମୁକ୍ତ ଜୀବନ ଯାପନ କରୁଛନ୍ତି। ଓଡିଶାର ଲବ୍ଧ ପ୍ରତିଷ୍ଟ ପ୍ରାକୃତିକ ଚିକିତ୍ସିକ ଡ଼କ୍ଟର ମାଧବ ନାୟକଙ୍କ ତତ୍ୱାବଧାନରେ ଚିକିତ୍ସା କରାଯାଏ। ପ୍ରତି ମାସରେ ଏହି ଶିବିର ଅନୁଷ୍ଠିତ ହୋଇଅଛି।Byte ==ମାଧବ ନାୟକ, ପ୍ରାକୃତିକ ଚିକିତ୍ସକ।

Leave a Reply

Your email address will not be published. Required fields are marked *