ଜନତା ହୁମେନ ରାଇଟ ଫୋରମ୍ ଦ୍ବାରା ରନ୍ଧା ଖାଦ୍ୟ ବଣ୍ଟନ

ମାସ ମାସ ର ସଂକ୍ରାନ୍ତି ପରି 14 ମାର୍ଚ୍ଚ 24 ମୀନ ସଂକ୍ରାନ୍ତି ଅବସର ରେ ଜନତା ହୁମାନ ରାଇଟ ଫୋରମ ଦ୍ଵାରା ବ୍ରହ୍ମପୁର ଠାରେ ନାରାୟଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.  ଜନତା ହୁମାନ ରାଇଟ ଫୋରମ  ଡିରେକଟର ଶ୍ରୀ ଧନେଶ୍ୱର  ନାୟକ ଓ

ଏକଜିକୁଟିଭ ଅଫିସର ଶ୍ରୀ ଆନନ୍ଦ ମହାରଣା ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଆଜିର ନାରାୟଣ ସେବା କାର୍ଯ୍ୟକ୍ରମ ରେ ଉପସ୍ଥିତ ଓ ସହଯୋଗୀ ବ୍ୟକ୍ତି ବିଶେଷ ମାନେ ହେଲେ 👉🏻ଆଶୁତୋଷ ନାୟକ  ରବୀନ୍ଦ୍ର  ପୃଷ୍ଟି, ବ୍ରଜ ବନ୍ଧୁ ମହାରଣା,ସୁକାନ୍ତ ମାହାନ୍ତି ଚନ୍ଦନ କୁମାର ସାହୁଦଣ୍ଡପାଣି ସାହୁ ( କାଳିଆ)ପ୍ରସାଦ ଚୌଧୁରୀ (ରାଜା),କିରଣ କୁମାର ସାହୁ,ଆୟୁଷ୍ମାନ ମହାରଣା,ଉଛବ ସାହୁ,ମହେଶ କୁମାର ସାହୁ ଯୋଗଦାନ କରି ଥିଲେ  ଅନୁଷ୍ଠାନ ଦ୍ଵାରା ପ୍ରଥମେ ଲୋଚାପଡା ଶ୍ରୀ ହନୁମାନ ମନ୍ଦିର ଠାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା ଏହାପରେ ଲୋଚାପଡା କାଳୀମନ୍ଦିର, ଗେଟ ବଜାର ଶ୍ରୀ ମହାଦେବ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର, ଶ୍ରୀ ପାତାଳେଶ୍ୱର ମନ୍ଦିର, ଶ୍ରୀ ମା ବୁଢ଼ୀ ଠାକୁରାଣୀ ମନ୍ଦିର,ଶ୍ରୀ ନୀଳକଣ୍ଠେଶ୍ଵର, ଓ ସର୍ବ ଶେଷ ରେ  ଲେପରସ କଲୋନୀ ରେ ପ୍ରତେକ ଘରେ ରନ୍ଧା ଖାଦ୍ୟ ବଣ୍ଟନ  କରାଯାଇ ମାନବ ସେବା ମାଧବ ସେବା କାର୍ଯ୍ୟକ୍ରମ ଦିବା 2.30 ମିନଟ ରେ  ସମାପ୍ତ କରାଯାଇଥିଲା.

Leave a Reply

Your email address will not be published. Required fields are marked *