କୁଆଁସ ର ଡଗରା ସାହି ଘାଟ ମୃଷ୍ଟି ମୟ ଙ୍କ କବଜାରେ

ଆଜି ଭଦ୍ରକ ଜିଲ୍ଲା୧୫ ନମ୍ବର word କୁଆଁସ ପୁଲ ଡଗରା ସାହି ଘାଟ କୁ ମୃଷ୍ଟି ମୟୀ ଲୋକ ଙ୍କ କବଜା ରେ ଲୋକଲୋଚନକୁ ଆସିଛି। ଖବର ରୁ ଜଣା ଯାଇଛି କୁଆଁସ ର ଡଗରା ସାହି ଘାଟ କୁ ଜବର ଦଖଲ କରିବାରୁ ଗ୍ରାମର ଲୋକମାନଙ୍କ ଯିବା ଆସିବା ବହୁତ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି। ମୃଷ୍ଟି ମୟୀ ଲୋକଙ୍କ ବାହୁ ବଳ ଯୋଗୁଁ ଲୋକ ଲୋଚନକୁ ଆସି ପାରୁନଥିବାରୁ। ଗ୍ରାମ ବାସୀ ବହୁ ଅସୁବିଧାରେ ଅଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ସରକାରୀ ଜାଗା ଉଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନ ଙ୍କୁ କଡ଼ା ନିର୍ଦେଶ ଦେଇ ଥିବା ବେଳେ।

ଡଗରା ସାହି ଘାଟ କୁ ଜିଲ୍ଲା ପ୍ରଶାସନ ମୃଷ୍ଟି,ମୟୀ ଲୋକ ଠାରୁ ଜବର ସରକାରୀ ଦଖଲ କାରୀ ଠାରୁ ସରକାରୀ ସ୍ତରରେ ଉଛେଦ କରି ୧୫ ନମ୍ବର word ର ବାସିନ୍ଦା କୁ ପ୍ରଦାନ କରିବା ପାଇଁ ଗ୍ରାମବାସୀମାନେ ଦାବୀ ରଖିଛନ୍ତି କୁଆଁସ ର ଡଗରା ଘାଟ କୁ ଜବର ଦଖଲ ଉଚ୍ଛେଦ କରାଗଲେ ।୧୫ ନମ୍ବର Word ଗ୍ରାମ ବାସୀ ୨ହଜାର ବାସିନ୍ଦା ଉପକୃତ ହେବେ ଜିଲ୍ଲାପ୍ରଶାସନ ଙ୍କୁ ନିବେଦନ କରିଛନ୍ତି। ୧୫ ନମ୍ବର word ର କାଉନସିଲର ଶ୍ରୀ ଯୁକ୍ତ ଜ୍ୟୋତିର ମୟୀ ପଟ୍ଟନାୟକ, ସେ କହିଛନ୍ତି ସରକାରୀ ଜାଗା କୁ ଉଛେଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ, ବହୁ ଶିଘ୍ର ଜିଲ୍ଲା ପ୍ରଶାସନ ସହଯୋଗ ଲୋଡା ଯିବ। ଗ୍ରାମ ର ବାସିନ୍ଦା ଶ୍ରୀ ଯୁକ୍ତ ମନିଶ ଶର୍ମା ସମସ୍ତ ଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି, ସମ୍ବିତ ନାୟକ, ପୂଣ୍ୟ ଚନ୍ଦ୍ର ବେହେରା ବକ୍ତବ୍ୟ ରଖି ଥିଲେ। ଜିଲ୍ଲା ପ୍ରଶାସନ କେତେ ମାତ୍ର ରେ ଉଛେଦ କରି ପାରିବେ, ଗ୍ରାମ ବାସୀ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *