ଭୁବନେଶ୍ବର ଏମ୍ସର ନୂଆ ସଭାପତି ଡକ୍ଟର ଏ.କେ ବିଷୋୟୀ

ଭୁବନେଶ୍ୱର : ଡକ୍ଟର ଏ.କେ ବିଷୋୟୀ ଭୁବନେଶ୍ବର ଏମ୍ସର ନୂଆ ସଭାପତି ମନୋନୀତ ହୋଇଛନ୍ତି। ଡକ୍ଟର ସୁବ୍ରତ ଆଚାର୍ଯ୍ୟଙ୍କ ସ୍ଥାନରେ ଡକ୍ଟର ବିଷୋୟୀଙ୍କୁ ସଭାପତି ନିଯୁକ୍ତ କରାଯାଇଛି। ଦିଲ୍ଲୀ ଏମସରେ କାର୍ଡିଆକ ସର୍ଜରୀ ବିଭାଗର ପ୍ରଫେସର ଡକ୍ଟର ଏ.କ ବିଷୋୟୀଙ୍କ ଦୀର୍ଘ ତିନି ଦଶକର ଅଭିଜ୍ଞତା ରହିଛି। ସେ ୩୨ ହଜାର ହୃଦ ଅସ୍ତ୍ରୋପଚାର କରିଛନ୍ତି।

Leave a Reply

Your email address will not be published. Required fields are marked *