ନିଆରା ଢଙ୍ଗରେ ନିଶାମୁକ୍ତ ଅଭିଯାନ

ବ୍ରହ୍ମକୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟକାମାକ୍ଷାନଗର ଶାଖା ମୁଖ୍ୟ ସଂଚଳିକା ଙ୍କ ଆୟୋଜନ ରେ କଳ୍ପନା କ୍ଳବ୍ ଠାରେ ସନ୍ଧ୍ୟା ରେ ନିଶାମୁକ୍ତ ଅଭିଯାନକାର୍ଯ୍ୟକ୍ରମ ହୋଇଅଛି l କୁମ୍ଭକର୍ଣ୍ଣ ନିଦରେ ସୋଇଥିବା ଓ ଏଲ ଇ ଡି ଟିଭି ମାଧ୍ୟମ ରେ ଲୋକଙ୍କୁ ସଚେତନ କରିଛନ୍ତି ଏକବସ ରେ ଥିବା ସୂସଜ୍ଜିତ କଣ୍ଢେଇ ମାଧ୍ୟମରେ କାମାକ୍ଷାନଗର ର ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟ ଶାଖା ତରଫରୁ ପ୍ରଭା ଭଉଣୀ ଓ ସଖୀ ଭଉଣୀ ଙ୍କ ଆୟୋଜନ ରେ କାମାକ୍ଷା ନଗରଥାନା ଅଧିକାରୀ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ର ସବ୍ ଜୋନ ର ଭାର ପ୍ରାପ୍ତ ଲିନା ଭଉଣୀ ଓ କଳ୍ପନା ଭଉଣୀ ଯୋଗଦେଇଥିଲେ l ସମସ୍ତ ଅତିଥି ନଡ଼ିଆ ଭାଙ୍ଗି ଥିଲେ lଏହି ସୂ ସଜ୍ଜିତ ବସ୍ଟି ପ୍ରତ୍ୟେକଗ୍ରାମ କୁ ଯିବା ସମାଜରୁ ନିଶା ମୁକ୍ତ କରିବା ପାଇଁ ସଚେତନ କରିବା ଏଥିରେ ସାଧାରଣ ଜନତା ବିଦ୍ୟାଳୟ ର ଛାତ୍ର ଛାତ୍ରୀ କୁ ମଧ୍ୟ ସଚେତନ କରାଯିବ l ପ୍ରତ୍ୟେକ କ୍ଷେତ୍ର ରେ ଥାନା ତରଫରୁ ସହଯୋଗ ରହିବବୋଲି ଥାନା ଅଧିକାରୀ କହିଛନ୍ତି l

Leave a Reply

Your email address will not be published. Required fields are marked *