ନିଶାମୁକ୍ତ ଓଡିଶା ଅଭିଯାନ

କାମାକ୍ଷାନଗର ନିଶାମୁକ୍ତି ଅଭିଯାନ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା ପରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା l ସେଠାରେ ନିଶାମୁକ୍ତ ଓଡିଶା ସଂପର୍କରେ ନେତୃବୃନ୍ଦ ନିଜେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଏଗାର ବର୍ଷ ଧରି ଚଲାଇ ଆସିଥିବା ନିଶା ନିବାରଣ ଅଭିଯାନ ଏବେ ଏକ ନୂତନ ପର୍ଯ୍ୟାୟରେ ପହଁଚିଛି, ନୂଆ ସରକାର ଦଳ ନିଶା ନିବାରଣ କୁ ତାର କାଯ୍ୟକ୍ରମରେ ସ୍ଥାନ ଦେଇଛି ତେବେ ତାହାକୁ କାଯ୍ୟକାରୀ କରିବା ଦିଗରେ ଯେଉଁ ଉଦ୍ୟମ ଆବଶ୍ୟକ ତାର ସୂଚନା ଏପର୍ଯ୍ୟନ୍ତ ସେମାନେ ପାଇଁ ନାହାନ୍ତି ବୋଲି ସୂଚନା ଦେଇଛନ୍ତି , ପରେ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପାତ୍ର ଉପଜିଲାପକଙ୍କୁ ପ୍ରଦାନ କରଯାଇଥିଲା।

Leave a Reply

Your email address will not be published. Required fields are marked *