ଚାରିଦିନିଆ କନ୍ଧମାଳ ଗସ୍ତରେ ଥିବାବେଳେ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟ ବସ୍ଥା ଗୁରୁତର । ଜ୍ୱର ଓ ଉଚ୍ଚ ରକ୍ତଚାପ ରେ ପୀଡିତ ହେବ ସହିତ ଅତ୍ୟଧିକ କଫ ଯୋଗୁଁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ମନ୍ତ୍ରୀ।

ମନ୍ତ୍ରୀ ଅସୁସ୍ଥ ଥିବାବେଳେ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟ ବସ୍ଥା ଗୁରୁତର । ଜ୍ୱର ଓ ଉଚ୍ଚ ରକ୍ତଚାପ ରେ ପୀଡିତ ହେବ ସହିତ ଅତ୍ୟଧିକ କଫ ଯୋଗୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ମନ୍ତ୍ରୀ। ସ୍ବାସ୍ଥ୍ୟାବସ୍ଥା ନିମନ୍ତେ ଫୁଲବାଣୀ ଡାକ୍ତରୀ ଟିମ ପହଁଚି ମନ୍ତ୍ରୀଙ୍କୁ ଚିକିଛା କରୁଛନ୍ତି। ଜିଲାପାଳ ଡାକ୍ତର ବୃନ୍ଦା ଡିଙ୍କ ସମେତ ବରିଷ୍ଠ ଅଧିକାରୀ ଫୁଲବାଣୀ ସର୍କିଟ ହାଉସରେ ପହଁଚିଛି। ମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ଅଧାରୁ ବାତିଲ । ଲାଇଫ ସପୋର୍ଟ ଥିବା ଏକ 108 ଆମ୍ବୁଲାନ୍ସ ଆସି ସେର୍କିଟ ହୋଉସ ରେ ପହଂଚି ପ୍ରସ୍ତୁତ ହୋଇ ରହିଛି। ବର୍ତମାନ ମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି । ମନ୍ତ୍ରୀ ନିଜେ ଏୟାର ଲିଫ୍ଟ ରେ ଭୁବନେଶ୍ୱର ଯିବାକୁ ଚାହୁଁଥିବା କହିଛନ୍ତି ADMO ।

ରିପୋର୍ଟ- ବୈଦ୍ୟନାଥ ବେହେରା, ଫୁଲବାଣୀ।

Leave a Reply

Your email address will not be published. Required fields are marked *