ଭୂକମ୍ପରେ ଥରିଲା କୋରାପୁଟ-କୋରାପୁଟରେ ମୃଦୁ ଭୂମିକମ୍ପ
ଭୂକମ୍ପରେ ଥରିଲା କୋରାପୁଟ କୋରାପୁଟରେ ମୃଦୁ ଭୂମିକମ୍ପ ଝଟ୍କା ଅନୁଭୂତ- lକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ମୃଦୁ ଭୂମିକମ୍ପ-କୋରାପୁଟ, ଜୟପୁର, ଲମତାପୁଟ, ସୁନାବେଡ଼ା, ବୋରିଗୁମ୍ମା ଥରିଲା-ସେମିଳିଗୁଡ଼ା, ନନ୍ଦପୁର, ପଟାଙ୍ଗୀ ଓ ଦାମନଯୋଡ଼ିରେ ବି ଝଟ୍କା ଅନୁଭୂତ-ଭୂକଂପ ନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମଲୋଜି ପକ୍ଷରୁ ସୂଚନା
