ଦିଲୀପ କୁମାର ପାଣିଗ୍ରାହୀ ଙ୍କୁ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

ଦିଲୀପ କୁମାର ପାଣିଗ୍ରାହୀ ଙ୍କୁ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ।
କନ୍ଧମାଳ ତା୦୫/୦୯/୨୦୨୬ ଫୁଲବାଣୀ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ପାଳନ କରାଯାଇଅଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଗୁରୁ ଦିବସ ଓ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ।ଏହି କାର୍ଯ୍ୟ କ୍ରମରେ କନ୍ଧମାଳ ଜିଲ୍ଲା ସାଂସଦ ଶ୍ରୀ ସୁକାନ୍ତ ପାଣିଗ୍ରାହୀ ସ୍ଥାନୀୟ ବିଧାୟକ ଉମା ଚରଣ ମଲ୍ଲିକ, ସମ୍ମା ନ୍ୟ ଅତିଥିଭାବେଜିଲ୍ଲା ପରିଷଦ ଅଧ୍ୟକ୍ଷ। ଶ୍ରୀ ନନ୍ଦିନୀ ମଲ୍ଲିକ୍, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ୍ କୁମାର ସ୍ବାଇଁ, ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷଧିକାରୀ ଶ୍ରୀ ରାଜେଶ୍ କୁମାର ସ୍ୱା ଇଁ ସ୍ୱ।ଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉଚ୍ଚ ମାଧ୍ୟମିକ ମୁଖ୍ୟ ମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିବା। ବେଳେ ଦୁଇଜଣ ସି ଆର ସି ସି ଙ୍କୁ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ସହ ମାନପତ୍ର ଓ ପୁରସ୍କାରରାଶି ପ୍ରଦାନ କରାଯାଇ ଥିଲା ।ଏହି ପରି ପ୍ରେଖିରେ ଫିରିଙ୍ଗିଆ ର ସି ଆର୍ ସି ସି ଦିଲିପ୍ କୁମାର ପାଣିଗ୍ରାହୀ କୁ ତାଙ୍କରି ନିୟନ୍ତ୍ରଣରେ ଥିବା ସମସ୍ତ ବିଦ୍ୟାଳୟକୁ ଉତ୍ତମ ପରିଚାଳନା କରିଥିବା ହେତୁ ତାଙ୍କୁ ଏହି ମୁଖ୍ୟ ମନ୍ତ୍ରୀ ପୁରସ୍କାର ମିଳିଥିଲ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ,ଅତିରିକ୍ତ ଶିକ୍ଷା ଅଧିକାରୀ ନିରୁପମା ଡୋର,ବିଜ୍ଞାନ ନିରୀକ୍ଷକ ଶ୍ରୀ ସିମ।ଞ୍ଚ ଳ ସ୍ୱାଇଁ, ବ୍ଲକ ଶିକ୍ଷା ଅଧିକାରୀ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଶିକ୍ଷକ ଶିକ୍ଷୟତ୍ରୀ, ଜିଲ୍ଲା ଶିକ୍ଷା ବିଭାଗର କର୍ମ କର୍ତ୍ତା ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *