ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉଦ୍ଦେଶ୍ୟରେ ଆୟୋଜିତ ଏକତା ପଦଯାତ୍ରା

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଦ୍ରକ ଗ୍ରସ୍ତ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଦୋବଲ୍ ଗୋହିରାଟିକିରି ଠାରେ, ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉଦ୍ଦେଶ୍ୟରେ ଆୟୋଜିତ ଏକତା ପଦଯାତ୍ରା ଏବଂ ସମ୍ବୋଧନ ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମାନ୍ୟବର ରାଜ୍ୟ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ଭଦ୍ରକର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସିତାନ୍ସୁ ଶେଖର ମହାପାତ୍ର , ବାଲେଶ୍ଵର ସଦର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମାନସ ଦତ୍ତ,

ଭଦ୍ରକର ମାନ୍ୟବର ଜିଲ୍ଳା ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା, ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲୀପ ରାଉତରାୟ ଏବଂ ଅନ୍ୟ ବରିଷ୍ଠ ନେତୃତ୍ଵ ଅଧିକାରୀ ଓ ହଜାର ହଜାର ଜନ ସାଧାରଣ ଉପସ୍ଥିତ ଥିଲେ ।ଉକ୍ତ ସଭାରେ ବିଭିନ୍ନ ପ୍ରକଳ୍ପ ସମ୍ବଧରେ ଘୋଷଣା କରାଯାଇଥିଲା ଏବଂ ଗୋହିରାଟିକିରି କୁ ବିଶ୍ଵ ସ୍ତରୀୟ କରିବାକୁ ମନ୍ତ୍ରୀ ମହୋଦୟ ଘୋଷଣା କଲେ ।

Leave a Reply

Your email address will not be published. Required fields are marked *